ନବବର୍ଷ ୨୦୨୪ ର ଶୁଭେଚ୍ଛା ଓ ଅଭିନନ୍ଦନ
ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଗୁରୁଜନ ମଉସା ଓ ମାଉସୀ ଓ ବଡ଼ ଭାଇ ଓ ସାନ ଭାଇ ଓ ବଡ଼ ଭଉଣୀ ଓ ସାନ ଭଉଣୀ ସମସ୍ତ ଙ୍କ ପାଇଁ ସୁଖ ଶାନ୍ତି ମୋୖତ୍ରି ଓ ପ୍ରଗତି ର ବର୍ଷ ହେଉ l ଏହା ହିଁ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ଭଗବତୀ ଙ୍କ ନିକଟରେ ପ୍ରାର୍ଥନା କରୁଅଛି l
ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ
( ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ )
More Stories
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l
ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l