ଚିଲିକା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଐତିହାସିକ ମାମୁଁ ଭଣଜା ପାହାଡ ନିକଟ ହିଲ ସାଇଡ ପାର୍କର ଲୋକାର୍ପଣ ହୋଇଯାଇଛି।ବାଲୁଗାଁ ଚିଲିକା କୂଳ ନିକଟସ୍ଥ ପରିଶ୍ରାଗାରର ଶୁଭ ଉଦଘାଟନ କରିବା ସହ ବାଲୁଗାଁ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୂଖ୍ୟମନ୍ତ୍ରୀ ଙ୍କ କର୍ମ ତପ୍ତର ମୁକ୍ତା ଅଭିଯାନ ଚିଲିକା କୂଳ ନିକଟର ଚଲା ପଥ ନିର୍ମାଣକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜଙ୍କ କରକମଳରେ ଶୁଭ ଉଦଘାଟନ ହୋଇଯାଇଅଛି। ଏହି କାର୍ଯ୍ଯକ୍ରମରେ ବାଲୁଗାଁ ଏନଏସିର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟ ଆଦି ଯୋଗଦେଇଥିଲେ। ବାଣପୁର ବିଜ୍ଞାପିତଅଂଚଳ ର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା..1 କୋଟି 30ଲକ୍ଷ୍ୟ ଟଙ୍କାର 5ଟି ପ୍ରକଳ୍ପକୁ ଆଜି ମାନ୍ୟବର ସାଂସଦ ଉଦଘାଟନ କରିଛନ୍ତି lଏବଂ ନୂତନ ପ୍ରକଳ୍ପର କାର୍ଯ୍ୟ ନିମନ୍ତେ 2କୋଟି 40ଲକ୍ଷ୍ୟ ଟଙ୍କାର 4ଟି ପ୍ରକଳ୍ପର ଭିର୍ତ୍ତିପସ୍ତର ସ୍ଥାପନ କରିଛନ୍ତି, ଉଦଘାଟନ କାର୍ଯ୍ୟ ମାନଙ୍କ ମଧ୍ୟରେ ବାଣପୁର ସବରେଜିଷ୍ଟର ପାଖ ଭେଣ୍ଡିଙ୍ଗ ଜୋନ, ୱାର୍କିଙ୍ଗ ଟ୍ରାକ, ବଡ ହନ୍ତୁଆଡ଼ ଇଦଘା ପଡିଆ, ମିଶନ ଶକ୍ତି ଗୃହ ଥିବା ବେଳେ..ସାଇ କମନିଟ ସେଣ୍ଟର, ଅତ୍ୟାଧୁନିକ ଶବ ଦାହ ଗୃହ, ପାର୍କ ନିମନ୍ତେ ଭିର୍ତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
.
More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।