କୋଦଳା, (ଦେବାଶିଷ ମହାରଣା):ଗଞ୍ଜାମ ଜିଲ୍ଲା କୋଦଳା ଉପକାରାଗାରରେ କର୍ମଚାରୀ
ରାଜ୍ୟ ଜେଲ କର୍ମଚାରୀ ସଙ୍ଘର ନିଷ୍ପତି କ୍ରମେ ପାଞ୍ଚ ଦଫା ଦେବି ନେଇ ଗତ 13 ତାରିଖ ଠାରୁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ ରେ ଯୋଗ ଦେଉଥିଲେ ଜେଲ କର୍ମଚାରୀ ଏଥିରେ କୌଣସି ସୁଫଳ ନ ମିଳିବାରୁ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜେଲ ଆଗରେ ଧାରଣା ରେ ବସିବା ପାଇଁ ସଙ୍ଘ ନିଷ୍ପତି ଫଳରେ ସୋମବାର କୋଦଳା ଉପକାରାଗାରରେ କର୍ମଚାରୀ ମାନେ ଧାରଣା ରେ ବସିଛନ୍ତି। ୱାର୍ଡ ର ମାନଙ୍କ ଦାବି ହେଲା ଗ୍ରେଡ଼ ପେ 1900 ରୁ 2000 ଓ ଚିଫ ୱାର୍ଡର ଗ୍ରେଡ଼ ପେ 2000ରୁ 2400 କୁ ବୃଦ୍ଧି।
କାରାରକ୍ଷୀ ଙ୍କୁ ମୁଖ୍ୟ କାରାରଖି ପଦବୀ ପାଇଁ ପୁରୁଣା ପଦୋନ୍ନତି ନିୟମ (ବରିଷ୍ଠତା ଭିତ୍ତିକ ) 2012 କୁ ଲାଗୁ ।ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା। ଖାଦ୍ୟ ଭତ୍ତା 400 ଟଙ୍କା ରୁ 1400 କୁ ବୃଦ୍ଧି,13 ମାସିଆ ଦରମା ବୃଦ୍ଧି। ଦାବିପୂରଣ ନ ହେବା ପର୍ଯ୍ୟନ୍ତଏବଂ ସଙ୍ଘର ନିଷ୍ପତି ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି ପ୍ରତିକ୍ରିୟା ରଖିଛନ୍ତି |
କଳା ବ୍ୟାଜ ପିନ୍ଧି ଧାରଣା ଦେଲେ ଜେଲ ୱାର୍ଡର l


More Stories
ରାଜ୍ୟରେ ଉପରମୁହାଁ ପାରଦ: ୯ ସହର ୪୦ଂ ଉପରେ l
କରିତକର୍ମା ବାବୁ କୁବେର ଡେପୁଟି ମ୍ୟାନେଜରଙ୍କ ୨୯ଟି ମାତ୍ର ପ୍ଲଟ୍। ସମୁଦାୟ ସମ୍ପତ୍ତି ତାଲିକା ଆୟଠାରୁ ମାତ୍ର ୪୦୦ ପ୍ରତିଶତ ଅଧକ।
Odisha Vigilance has arrested a sub-treasury employee from Khandapada.