କଳାହାଣ୍ଡି – ଷଷ୍ଠ ଶ୍ରେଣୀ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଜିଲ୍ଲା ଟପ୍ପର ହେଇଛନ୍ତି ଧର୍ମଗଡ ବ୍ଲକ ତରଞ୍ଜା ଗ୍ରାମର ଦିପେଶ କୁମାର।
ଗତ ଏପ୍ରିଲ 29 ତାରିଖରେ ଏହି ପ୍ରବେଶିକା ପରୀକ୍ଷା ହୋଇଥିଲା. ପିଲାବେଳୁ ପାଠପଢା ପ୍ରତି ଆଗ୍ରହ ଦେଖି ବାପା ଚିତ୍ତରଞ୍ଜନ କୁମାର ଏବଂ ମାଁ ଲଳିତା କୁମାର ନବୋଦୟ ପ୍ରବେଶିକା ପରୀକ୍ଷା ଦେବାକୁ ଉତ୍ସାହିତ କରିଥିଲେ।ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହୋଇ ଦେଶ ସେବା କରିବି ବୋଲି ଦିପେଶ କହିଛନ୍ତି। ଜିଲ୍ଲା ଟପ୍ପର ହେବାରୁ ମାମୁ ଡମ୍ବରୁଧର ସେନାପତି,ବଡ ବାପା ମନୋରଞ୍ଜନ କୁମାର, ଜେଜେବାପା କୁଞ୍ଜବିହାରୀ କୁମାର ଓ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ ସଭାପତି ବିରଞ୍ଚି ନାରାୟଣ ଜାଲ, ଜିଲ୍ଲା ସଭାପତି ଶ୍ରୀବତ୍ସ ତାଣ୍ଡି ଓ କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।
ନବୋଦୟ ରେ ଜିଲ୍ଲା ଟପ୍ପର ହେଲେ ଦିପେଶ l


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ