ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ, ସରପଞ୍ଚ, ସମିତି ସଭ୍ୟ, ନାୟବ ସରପଞ୍ଚ, ୱାର୍ଡ ମେମ୍ବର, ମିଳିତ ହେଇ ବାଲିଗୁଡ଼ା ସାମନ୍ନତି ଆଦିବାସୀ ଉନ୍ନୟନ ସଂସ୍ଥା ସରକାର ଙ୍କ ଯୋଜନାର ସୁବିଧା ହିତାଧିକାରୀଙ୍କୁ ମିଳୁ ନ ଥିବା ନେଇ ଉପଜିଲ୍ଲାପାଳ ଙ୍କୁ ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ପରିଷଦ ତରଫରୁ ଅଭିଯୋଗ (1)ଗାଇ ଗୁହାଳ 2 ଛେଳି କୁଡ଼ିଆ,3 ତାର ବାଡ଼, ତଥା ଜଳ ସେଚନ ସୁବିଧା ମିଳୁନାହିଁ ଏହି ପରି ଅନେକ ପ୍ରକଳ୍ଳ ରହିଥିବା ସ୍ଥଳେ ଆମ ପଞ୍ଚାୟତ ଗୁଡ଼ିକରେ ରହିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ସୁବିଧା ମିଳୁ ନାହିଁ ଗ୍ରାମ ସଭାରେ ବିଭାଗ୍ୟ କର୍ମଚାରୀ ଉପସ୍ଥିତ ହେଉ ନାହାନ୍ତି ସେଥିପାଇଁ ସରକାରଙ୍କବିଭିନ୍ନ ଯୋଜନା ଗୁଡ଼ିକର ସୂଚନା ଜନ ସାଧାରଣଙ୍କ ପାଖକୁ ପହଞ୍ଚି ପାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି

ମିଡ଼ିଆକିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଅଶୋକ ମଲିକ ସମିତିସଭ୍ୟା ଶ୍ରୀମତି ଜାନକୀ କହଁର, ବାରଖମା ର ସମାଜ ସେବୀ ଶ୍ରୀ ପରମାନନ୍ଦ ନାୟକ, ବାଟାଗୁଡ଼ା ସରପଞ୍ଚ ପ୍ରତାପ ମଲିକ, ସେନ୍ଦିରୀଗାଁ ସରପଞ୍ଚ ଶ୍ରୀ ରଗୁନାଥ ମଲିକ ଙ୍କ ସହିତ ପ୍ରତ୍ୟକ ପଞ୍ଚାୟତ ସରପଞ୍ଚ ସମିତିସଭ୍ୟ ଯୋଗଦେଇ ଏହି ଅଭିଯୋଗ କରିଛନ୍ତି ଅଭିଯୋଗ ଅନୁସାରେ କାଯ୍ୟନୁଷ୍ଠାନ ନକଲେ ଆଗାମୀ ଦିନରେ ରାଜ ରାସ୍ତା କୁଉଲ୍ଲାଇ ଆନ୍ଦୋଳନ କରିବୁ ବୋଲି କହି ଛନ୍ତି ସମାଜସେବୀ ଶ୍ରୀ ପରମାନନ୍ଦ ନାୟକ l


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.