ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ
ନିରୀହ ଜନତାକୁ ପାଣି ପକେଇ ପକେଇ ମାରୁଛି ପୋଲିସ ଏହା ମାନବିଧିକାର କ୍ଷୁର୍ଣ ହେଉଛି |ଏମାନେ ଦୋଷୀ ବୋଲି ପୋଲିସ କେମିତି ଚିହ୍ନିଲା | କୋଡିଏରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି |ଯାହା କି ପୋଲିସ ବିଭାଗ ପ୍ରତି ଘୋର ନିନ୍ଦା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି |ଏପଟେ ପୋଲିସ ବିଭାଗ ଅରକ୍ଷୀ ଅଧିକ୍ଷକ ଶାନ୍ତି ଶୃଙ୍ଖଳା ପାଇଁ ଜନତାକୁ ନିବେଦନ କରିଥିବା ବେଳେ ପୋଲିସ ଘଟାଇ ଥିବା ବର୍ବର କାଣ୍ଡ ମଣି ପୁର ଠାରୁ ମଧ୍ୟ ବଦଳି ଯାଇଛି |ଏଭଳି ପୋଲିସ କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟ ନୁଷ୍ଠାନ ନଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି ଯଦି ପୋଲିସ ପ୍ରଶାସନ ଠାରୁ ଫିରିଙ୍ଗିଆ ଥାନା ଅଞ୍ଚଳ ରେ ପୋଲିସ ଜୁଲୁମ ସାଧାରଣ ନାଗରିକ ଉପରେ ପୋଲିସ ଜୁଲୁମବନ୍ଦ ନ କରାଯାଏ ତାହାହେଲେ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ଭଙ୍ଗ ହେବା ସହିତ ହିଂସାତ୍ମକ ପନ୍ଥା ଆପଣେଇବାକୁ ସାଧାରଣ ନାଗରିକ ପଛେଇବେ ନାହିଁ ଏହାକୁ କନ୍ଧମାଳ ବାସି ଘୋର ନିନ୍ଦା କରିଛନ୍ତି |


More Stories
ନାସନାଲ ମିସ୍ ଟିନ୍ ବିଜୟିନୀ ସିଦ୍ଧିକ୍ସା ପ୍ରିୟଦର୍ଶିନୀ
ଦୁଇଟି ଯୁବତୀଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ। ଜଣେ ମୃତ ଆଉଜଣେ ଚିକିତ୍ସାଧୀନ।
ସାନଖେମୁଣ୍ଡୀ ପ୍ରେସ କ୍ଲବ ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ