କନ୍ଧମାଳ ଜିଲ୍ଲା 12 ଗୋଟି ବ୍ଲକ ରେ ବ୍ଲକ କାର୍ଯ୍ୟଳୟ ରେ ଫହଁଞ୍ଚି ମହା ମହିଁ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଗୋଷ୍ଟି ଉନୟନ ଅଧିକାରୀ ଙ୍କୁ ଦାବି ପତ୍ର ବାଲିଗୁଡ଼ା ବ୍ଲକର ଜନପ୍ରତିନିଧି ମାନେ ଆଜି ମଣିପୁରରେ ପୁନଃ ଶାନ୍ତି ଓ ଅଧିବାସୀ ଯୁବତୀଙ୍କ ଉପରେ ଅତ୍ୟାଚାର କରିଥିବା ଲୋକଙ୍କୁ କୋଠର ଦଣ୍ଡ ଦିଆଯିବା ଦାବିରେ ମହାମହିମା ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବାଲିଗୁଡା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେହିପରି ତୁମୁଡ଼ିବନ୍ଧ ବ୍ଲକ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଦେଇ ଛନ୍ତି ରାଇକିଆ ବ୍ଲକ ଜି ଉଦୟଗିରି ପିରିଙ୍ଗିଆ ମଧ୍ୟ ବନ୍ଦକୁ ସଫଳ କରିଛନ୍ତି ସଙ୍ଘ ସଭାପତି ଦୟାନିଧି ମଲିକ ମିହିର କାନ୍ତ ଦିଗାଲ ନେତୃତ୍ୱରେ ପାଖା ପାଖି ବାଲିଗୁଡ଼ା ଉପଖଣ୍ଡ ରେ 5000 ହଜାର ରୁ ଉର୍ଦ୍ଧ୍ବ ଜନପ୍ରତିନିଧି ଏବଂ ମହିଳା ମାନେ ଯୋଗ ଦେଇଥିବା କହିଛନ୍ତି ସଙ୍ଘ ସଭାପତି ପ୍ରଦୀପ କହଁର ।ମଣିପୁର ପୋଲିସକୁ ପ୍ରତିବାଦ କରିବାକୁ ଅମାନୁଷିକ ଭାବରେ ଅଶୀଳ ଢଙ୍ଗରେ ଅଧିବାସୀ ଯୁବତୀମାନଙ୍କୁ ବ୍ୟବହାର କରାଯାଇଛି ତାହା ଦେଶବାସୀ ଓ ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଆଦିବାସୀ ବର୍ଗ ଲୋକଙ୍କୁ ମାନସିକ ସ୍ତରରେ ଶକ୍ତ ଆଘାତ କରିଛି l
ମଣିପୁରରେ ଆଦିବାସୀ ଯୁବତୀଙ୍କ ଉପରେ ଅତ୍ୟାଚାରକୁ କେନ୍ଦ୍ର ସରକାର ତଦାରଖ ଦାବୀ ।


More Stories
ସମ୍ବିଧାନ ଦିବସ ପାଳନ ସମ୍ପର୍କେ
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l