ରିପୋର୍ଟ :ଫିଲିପ କୁମାର ଡିଗାଲ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ଗ୍ରାମ ପଞ୍ଚାୟତ ଜାତୀୟ ରାଜପଥ ଠାରୁ ଟଙ୍ଗମ ଭାୟା ଡୁକୁଲାମିଲା ରାସ୍ତା ଶୋଚନିୟ ଅବସ୍ଥା ହେଇଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ ଗତ ଦିନ ରେ ବାଦଲ ପଟା ବର୍ଷା ହେବାରୁ ବନ୍ୟା ପାଣି ରେ ରାସ୍ତା ଭାଙ୍ଗି ଭାସିବା ସହ ରାସ୍ତା ରେ ଲୋକ ରୋଗୀ ଗର୍ଭବତୀ, ଶିଶୁ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯାତାୟାତ ରେ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଥିବା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାୟ ଅଧିକାରୀ ଙ୍କ ସହିତ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ମଧ୍ୟ ଅଭିଯୋଗ କରି ଥିବା କହିଛନ୍ତି (ଆରଡ଼ି)ଗ୍ରାମୀୟ ଉନ୍ନୟନ ଵିଭାଗ ଦ୍ୱରା ପ୍ରାୟ 952,96 ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ପ୍ରାୟ 10କିମି ରାସ୍ତା ନିର୍ମାଣ କରାଯାଉଛି ଉକ୍ତ ରାସ୍ତା କାର୍ଯ୍ୟ 4ମାସ ନ ପୂରୁଣୁ ରାସ୍ତା ର ଅବସ୍ଥା କହିଲେ ନସରେ ଲଗାଣ ବର୍ଷା ହେଲା ଯାତାୟତ କଷ୍ଟ ଅନୁଭବ କରୁଛନ୍ତି


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.