ଆଜି 12.7.23- ଖୋର୍ଦ୍ଧା ଜ଼ିଲ୍ଲା ଶାଖା ପକ୍ଷରୁ ନିଖିଳ ଓଡିଶା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଜ଼ିଲ୍ଲାପାଳଙ୍କୁ ଚାରି ଦଫା ଦାବି ପ୍ରଦାନ କରାଯାଇଛି. ଏଥିରେ ପ୍ରାୟ ଶୋତାଧିକ କର୍ମଚାରୀ ଯୋଗ ଦେଇ ସମାନ ଗ୍ରେଡ଼ ପେ ଆଧାର ରେ ସମସ୍ତ ଵର୍ଗଙ୍କୁ ସମାନ ଦରମା. ଏହି ଵର୍ଗର କର୍ମଚାରୀ ଙ୍କୁ ପେନଶନ ପରିସର ଭୁକ୍ତ କରିବା.2018ଜି ଓ ଅନ୍ତୋର୍ଭୁକ୍ତ କର୍ମଚାରୀ ଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ. ଏବଂ ବାଦ ପଡିଥିବା କର୍ମଚାରୀଙ୍କୁ ଅନୁଦାନ ପରିସର ଭୁକ୍ତ କରିବା ଦାବିରେ ଏକ ପ୍ରତିବାଦ ସଭା କରିଥିଲେ. ୟା ପୂର୍ବରୁ 150ଦିନ ହେବ ଲୋୟର ପି. ଏମ. ଜି ରେ ଓହୋଃରାତ୍ର ଧାରଣାରେ ବସିଥିବା ବେଳେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ. ଜୁଲାଇ 20ତାରିଖ ସୁଦ୍ଧା ଏହାର ଆଶୁ ସମାଧାନ ନ ହୁଏ ତେବେ ସମସ୍ତ କଲେଜ ରେ କାର୍ଯ୍ୟଵଂଧ ଆନ୍ଦୋଳନ ହେବବୋଲି ଜ଼ିଲ୍ଲା ଆବାହକ ସୋତାପୁଦ୍ଦିନ ଓହୋମୋଦ. ସଭାପତି ଡକ୍ତର ତପନ କୁମାର ଜେନା. ଅଖୟ ସତପୋଥି. ପ୍ରଶାନ୍ତ ଦାସ. ରୋଂଜନ ପ୍ରଧାନ. ସୁଧୀର ପଟନାୟକ. କଲ୍ୟାଣ ପଣ୍ଡା. ବିକାଶ ସ୍ୱାଇଁ. ସତ୍ୟପ୍ରିୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ.



More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.