ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ବୌଦ୍ଧ 15/8-ଆଜି ମଙ୍ଗଳବାର ସକାଳ 8ଟା ସମୟରେ ଜିଲା ପିଜେପି କାର୍ଯ୍ୟାଳୟ ଠାରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ପାଳନ ଅବସରରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମାହାନ୍ତିଙ୍କ ନେତୃତ୍ବରେ ୭୭ ତମ ସ୍ୱାଧୀନତା ଦିବସ ପାଳନ କରିବା ସହିତ , ମୋଟର ସାଇକେଲ ରାଳିର ଶୁଭ ଉଦ୍ଘାଟନ ଓ ହର ଘର୍ ତ୍ରିରଙ୍ଗା ପତାକା ଉଡ଼ାଇବା କାର୍ଯ୍ୟ କ୍ରମର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାକର୍ଯ୍ୟାଳୟ ଠାରେ ପ୍ରଥମେ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉତଲନ କରା ଯାଇଥିଲା,
ଏହାପରେ କର୍ମକର୍ତାଙ୍କ ଦ୍ୱରା ଜିଲା କର୍ଯ୍ୟାଳୟ ଠାରୁ ଏକ ମଟର ସାଇକେଲ ରାଳିରେ ବାହାରି ସହର ପରିକ୍ରମା କରିବାସହିତ । ଘର ଘର ତ୍ରିରଙ୍ଗା ପତାକା ଉଡା ଯାଇଥିଲା । ଏହି ଉଛବରେ ଜିଲ୍ଲା ସଭାପତିଙ୍କ ସହିତ ବରିଷ୍ଟ କୃଷକ ନେତା ସୁଯ୍ୟନାରାୟ ମହାପତ୍ର, ପୂର୍ବତନ ଜିଲ୍ଲା ସଭାପତି ମନରଞ୍ଜନ ଦାସ,ପ୍ରେମାନନ୍ଦ ମିଶ୍ର,ଆଶୁତୋଷ ଦାସ, ମହିଳା ନେତ୍ରୀ ନମିତା ରାଣୀ ଦାସ ଓ ସହିର ସହରର ଅନ୍ୟନ୍ୟ ବିଜେପି କର୍ମକର୍ତା ଏଥିରେ ଯୋଗଦାନ କରିଥିବାର ଦେଖିବାକୁ ମିଳିଥିଲା ।


More Stories
ଖୋର୍ଦ୍ଧା ବ୍ଲକ ନନ୍ଦପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ” ଅନୁଷ୍ଠିତ l
ଚାଷୀଙ୍କ ଧାନ ଫସଲର କ୍ଷତିପୂରଣ ପାଇଁ ଦାବୀ କଲା ଆପ୍ l