(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
RIE ଙ୍କୁ ପଚାରିଲେ କହୁଛନ୍ତି ମୁ ଜାଣିନି କାହିଁକିଜାଣିପାରୁନାହାନ୍ତି ତହସିଲ କର୍ମଚାରୀ ଏବଂ ବନଭିବାଗ ଅଧିକାରୀ ନା ଠିକାମାଲିକ ଭିତିରିୟା କାର୍ଯ୍ୟକରିଛନ୍ତି ବିନାସ୍ୱୀକୃତିରେ ମାଫିଆ ଲୁଟୁଛନ୍ତି କି ପଥର ଓ ମାଟି ଦିବା ଲୋକରେ ଚାଲିଛି ଚୁରା ଚାଲାଣା l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତହସିଲ କାର୍ଯ୍ୟଳୟ ସେନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ମାଣିକୁଟି ରାସ୍ତା ରେ ଚାଲିଛି ବେଧଡ଼ ପାହାଡ଼ କଠା ଠିକା ମାଲିକ ଶଳାଇ ଛନ୍ତି ପାହାଡ଼ କଠା ନା ଅଛି ରାଜଶ୍ୱ ବିଭାଗ ସ୍ୱୀକୃତି ନା ଅଛି ପରିବେଶ ବିଭାଗ ସ୍ୱୀକୃତି ନା ଅଛି ଖଣି ବିଭାଗ ସ୍ୱୀକୃତି ନା ଅଛି ପ୍ରଦୂଷଣ ନିରୋଧ ବିଭାଗ ସ୍ୱୀକୃତି ୱାଇ ଫମ ମଧ୍ୟ ନାହିଁ ଯାହା କି ଓଡ଼ିଶା ଲଘୁଖଣିଜ ଦ୍ରବ୍ୟ ଆଇନି 2016, ଅନୁ ସାରେ ଅପିଲ କରିବା କଥା କିନ୍ତୁ ବାବୁ ଜଣଙ୍କ ନିଜ ଇଚ୍ଛାରେ କାର୍ଯ୍ୟ କରୁଛନ୍ତି ପଚାରିଲେ କହୁଛନ୍ତି ମୋର କିଏ କିଛି କରି ପାରିବେନାହିଁ ବାଲିଗୁଡ଼ା ତହସିଲ ଦାର ଜାଣି ଶୁଣି ଚୁଫ ରହି ଯାଉଛନ୍ତି କି ଅନ୍ୟ ପଟେ ମାଣିକୁଟି ଲୋକ କାଦ୍ୟରେ କୁଆଡ଼େ ମଧ୍ୟ ଯାଇ ପାରୁ ନାହାନ୍ତି ଲୋକ ଯେଉଁ ଜାଗାରେ ପଥର କଡ଼ା ଯାଉଛି ପାଣି ଜମିକି ରହିଛି ଏବଂ ଗାଡ଼ି ଆସିଲେ ଘର ଦୁଆର ରଙ୍ଗ ଦେଖା ଯାଉଛି କେବେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବ ତହସି ଦାର ନା ଠିକା ଦାର ଙ୍କ ସହ ଭିତିରିୟା ମଧୁ ଛନ୍ଦ୍ରିକା ଚାଲିନିତ ଜଦ୍ୟ ନାହିଁ କେବେ ନିଆ ଯିବ କାର୍ଯ୍ୟ ଅନୁଷ୍ଠାନ ବନ କର୍ମ ଚାରୀ ନିଦ୍ରା ଅଛନ୍ତି କି


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.