ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା -25/8/23 ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ହରଭଙ୍ଗା ଥାନାର ନୂତନ ଥାନା ଅଧିକାରୀ ଭାବେ ନଳିନୀକାନ୍ତ ଦାସ ଯୋଗ ଦେଇଥିବା ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ।ପୂର୍ବରୁ ହରଭଙ୍ଗା ଥାନାରେ ଥାନା ଅଧିକାରୀ ଭାବେ ରାଉତରାୟ ଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଛନ୍ତି ସେହି ଦିନଠୁ ଅଧିକାରୀ ପଦ ଖାଲି ପଡିଥିଲା ।ପୂର୍ବରୁ ଶ୍ରୀ ଦାସ କଣ୍ଟମାଲ ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ ।ହରଭଙ୍ଗା ଥାନା ର ଥାନ ଅଧିକାରୀ ଭାବେ ଯୋଗ ଦେଇ ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଦୃଢ କରିବା ପାଇଁ କହିଛନ୍ତି ।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ