ରାୟଗଡ଼ ଜିଲ୍ଲା
ମହାନ ଜନନାୟକ, ମହାନ ଶିକ୍ଷାବିତ୍, ପ୍ରଖ୍ୟାତ ରାଷ୍ଟ୍ରବାଦୀ ବିଚାରକ ତଥା ଭାରତୀୟ ଜନସଂଘର ସଂସ୍ଥାପକ ଡ଼କ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସରେ ବିଜେପି କାର୍ଯ୍ୟାଳରେ ଦୀପ ପ୍ରଜଜ୍ୱଳନ କରାଯାଇଥିଲା ନଗର ସଭାପତି ଅମର କୁମାର ସାହୁ, ଜିଲ୍ଲା ଉପସଭାପତି y. ଗଣପତି, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଂପାଦକ ବିଦ୍ୟାଧର ଶବର, ଜିଲ୍ଲା ସଂପାଦକ ଶ୍ରୀନିବାସ ସ୍ୱାଇଁ, ଜଗଦୀଶ ପାତ୍ର, ଲକ୍ଷ୍ମି ନାରାୟଣ ପାଢ଼ୀ, ସାରଙ୍ଗ ନଗବଂଶ, କୀର୍ତ୍ତି କୁମାର ପଣ୍ଡା, ଗୋପାଳ ଦେବ ପାତ୍ର, ଜୟଦେବ ପଣ୍ଡା, ରମେଶ ସାହୁ, ଅମିତ୍ ଷଡ଼ଙ୍ଗୀ, ମୁଖି ଦିବାକର, ପୃଥିବୀରାଜ ପାଢ଼ୀ, କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ
ସ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳନ, ,,

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l