ଆଜି ପଦ୍ମପୁର କୃଷି ବିଭାଗ ତରଫରୁ ଧନିଚା ବିହନ ଚାଷୀ ପ୍ରତି ଏକ ହେକ୍ଟର ପାଇଁ ମାଗଣା ରେ ଚାଷୀ ମାନଙ୍କୁ ବିହନ ବିତରଣ କରାଗଲା l ଲ୍ୟାମ ସଭାପତି ଶ୍ରୀ ବୃନ୍ଦାବନ ଶବର, ସରପଞ୍ଚ ପଦ୍ମପୁର ଶ୍ରୀ ପ୍ରକାଶ କୋଣ୍ଡାଗୋରୀ, ସ୍ବତନ୍ତ୍ର ବିକାଶ ପରିଷଦ ସଦସ୍ୟ ପଦ୍ମପୁର ଶ୍ରୀ ସହଦେବ ମlଣ୍ଡlଙ୍ଗି, ସୋହଯୋଗ କରିଛନ୍ତି ଏବଂ ବିଶିଷ୍ଟ ଚାଷୀ କିଲନା ଗୋବିନ୍ଦା ରାଓ ଧବଳେଶ୍ଵର ଓଡ଼ି, ସୁଦର୍ଶନ ଓଡି ଙ୍କ ସମେତ ପ୍ରାୟ ସମସ୍ତ ପଞ୍ଚାୟତର ଚାଷୀ ଉପସ୍ଥିତ ଥିଲେ l ଆତ୍ମା ଅଧ୍ୟକ୍ଷ ଙ୍କଉପସ୍ଥିତି ରେ ଅlଖୁସିଂ ପଞ୍ଚାୟତ ର ଗ୍ରାମ ସେବକରାଜୁ ଗୋମାଙ୍ଗ ଏବଂ ଉମା କାନ୍ତ ଗୌଡ଼ ସୁଷମ ଭାବରେ ବଣ୍ଟନ କରିଥିବା ଜଣା ପଡିଛି
More Stories
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।
ବୃଦ୍ଧା ମହିଳାଙ୍କ ଘରପୋଡି ପାଉଁଶ, ସରକାରି ସହାୟତା ପାଇଁ ଗୁହାରି l