ରାୟଗଡ଼ ଜିଲ୍ଲା
ମହାନ ଜନନାୟକ, ମହାନ ଶିକ୍ଷାବିତ୍, ପ୍ରଖ୍ୟାତ ରାଷ୍ଟ୍ରବାଦୀ ବିଚାରକ ତଥା ଭାରତୀୟ ଜନସଂଘର ସଂସ୍ଥାପକ ଡ଼କ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସରେ ବିଜେପି କାର୍ଯ୍ୟାଳରେ ଦୀପ ପ୍ରଜଜ୍ୱଳନ କରାଯାଇଥିଲା ନଗର ସଭାପତି ଅମର କୁମାର ସାହୁ, ଜିଲ୍ଲା ଉପସଭାପତି y. ଗଣପତି, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଂପାଦକ ବିଦ୍ୟାଧର ଶବର, ଜିଲ୍ଲା ସଂପାଦକ ଶ୍ରୀନିବାସ ସ୍ୱାଇଁ, ଜଗଦୀଶ ପାତ୍ର, ଲକ୍ଷ୍ମି ନାରାୟଣ ପାଢ଼ୀ, ସାରଙ୍ଗ ନଗବଂଶ, କୀର୍ତ୍ତି କୁମାର ପଣ୍ଡା, ଗୋପାଳ ଦେବ ପାତ୍ର, ଜୟଦେବ ପଣ୍ଡା, ରମେଶ ସାହୁ, ଅମିତ୍ ଷଡ଼ଙ୍ଗୀ, ମୁଖି ଦିବାକର, ପୃଥିବୀରାଜ ପାଢ଼ୀ, କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ
ସ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳନ, ,,


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l