ରାୟଗଡ଼ ଜିଲ୍ଲା,International Perfoming Art Festival (IPAF) ଦ୍ଵାରା କୋଲକତା ଠାରେ ଜାତୀୟ କଳାକାର ମାନଙ୍କୁ ନେଇ ସର୍ବ ଭାରତୀୟ ସ୍ତରରେ ଲୋକ କଳା ଏବଂ ସଂସ୍କୃତିକ କାର୍ଯ୍ୟ କ୍ରମ ଗତ ତା 23-06-2023 ରିଖ ଶ୍ୟାମ ପାଣ୍ଡେ ଙ୍କ ନେତୃତ୍ବରେ ଅନୁଷ୍ଠିତ ହଇଯାଇଛି l ଯାହାର ମୁଖ୍ୟ ଉଦ୍ଦେଶ୍ୟ ବିଶ୍ଵର ବିଭିନ୍ନ ପ୍ରାନ୍ତରେ ଥିବା ଲୋକ କଳା ଏବଂ ସଂସ୍କୃତି ଲୁକାୟତ ପ୍ରତିଭା ସମ୍ପନ୍ନ ଙ୍କୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କ ପାଇଁ ଅପୂର୍ବ ସୁଯୋଗ ସୃଷ୍ଠି କରିବା

l ଆମ ଗୁଣୁପୁର ମାଟିର ଝିଅ ବଣ ମଲ୍ଲି ଯିଏକି ଅମୂଲ୍ୟ ଭାରତ ସଙ୍ଗୀତ କଳା ପରିଷଦ, ମହାବିଦ୍ୟାଳୟ, ଗୁଣୁପୁର ର ଛାତ୍ରୀ ସୁଶ୍ରୀ ବିରଜିନୀ ଶବର ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ ଚୌଧୁରୀ ଏବଂ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଅନିତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆଜି ଏଭଳି ନିଜର ଦକ୍ଷତା ପ୍ରତପାଦନ କରି ସମସ୍ତ ଅତିଥି ଏବଂ ଶ୍ରୋତା ମାନଙ୍କୁ ମନମୁଗ୍ଧ କରି ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ପଶ୍ଚିମ ବଙ୍ଗ Dr. C V Anand Bose ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି l ଆମ ସମସ୍ତଙ୍କ ପାଇଁ ଆମ ଅଂଚଳ, ଆମ ଜିଲ୍ଲା ଏବଂ ରାଜ୍ୟ ପାଇଁ ଅତି ଗୌରବ ଅଟେ l
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l