ରାୟଗଡ଼ା:- ଆଜି ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂହ ଙ୍କ ଦ୍ଵାରା ଦୁଇଟି ଲ୍ୟାପଟପ୍ ବଣ୍ଟନ କରାଯାଇଥିଲା ଏହା ରାୟଗଡା କଲେଜ ର ଓମ୍ ଶୁଭମ୍ ବେହେରା +୩ ଦୂତୀୟ ବର୍ଷ ଛାତ୍ର ସେ ଜଣେ ସଲ୍ପ ଦୃଷ୍ଟି ବାଧିତ ସେହିଭଳି ଗୁଣୁପୁର ମହର୍ଷି ଗୁରୁକୁଳ କଲେଜ୍ ର ଭାଗ୍ୟଶ୍ରୀ ସାହୁ +୩ ଛାତ୍ରୀ ସେ ମଧ୍ୟ ସଲ୍ପ ଦୃଷ୍ଟି ବାଧୀତ, ସବୁବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ ସରକାର ଙ୍କ ଦ୍ଵାରା ପ୍ରଦାନ କରାଯାଏ ସେହିଭଳି ଏହି ବର୍ଷ ଦୁଇ ଜଣ ଙ୍କୁ ଦିଆଯାଇଛି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଏବଂ DSSO ସୁରେନ୍ଦ୍ର ଗୋମାଙ୍ଗୋ ଓ ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଉପସ୍ଥିତ ରହିଥିଲେ ।
ଜିଲ୍ଲାପାଳଙ୍କ ଦ୍ଵାରା ଛାତ୍ର ଛାତ୍ରୀ ଙ୍କୁ ଲାପଟପ ପ୍ରଦାନ,,


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ