
୭୯ ତମ ସ୍ବାଧିନତା ଦିବସ ଏହି ଅବସରରେ ଧାମନଗର ନିର୍ବାଚନୀ ମଣ୍ଡଳୀ ମୁକୁନ୍ଦଦେବ ମଣ୍ଡଳ (ଦୋବାଲ ଜୋନ) ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ରମେଶ୍ୱରର୍ପୂର୍ ମା ରକ୍ଷାକାଳୀ ଶକ୍ତିପୀଠ ଠାରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ସମସ୍ତ ଭାରିତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ଗଣ ମଣ୍ଡଳ ସଭାପତି ପ୍ରମୋଦ କୁମାର ସୁତାର, ମନୋଜ ମଲ୍ଲିକ, ହୃଦାନନ୍ଦ କର, ବିଜୟ ଶଙ୍କର ନାୟକ, ଭାସ୍କର ରାଉତ, କ୍ଷେତ୍ରବାସୀ ବାରିକ, ରଞ୍ଜିତ ସାହୁ, ରଞ୍ଜିତ ମହାନ୍ତି, ନାରାୟଣ ସାହାଣୀ, ଅଜୟ ମଲ୍ଲିକ, ସଂଗ୍ରାମ ବେହେରା, ନିରଞ୍ଜନ ଜେନା , ରାହୁଲ ଯେନା ଆହୁରି ବହୁତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ,ରିପୋର୍ଟ ଶିଶିର କୁମାର ସ୍ଵାଇଁ ଆମ ଓଡିଶା ଖବର


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।