କଟକ “ଆମ ଓଡ଼ିଶା ଖବର” ସହରର ସମୀକ୍ଷା ବୈଠକକୁ ମେୟରଙ୍କୁ ନଡାକି ସମୀକ୍ଷା କରିବାରୁ ମୁହାଁମୁହିଁ ହେଲେ ଉଭୟ। ସୋଫିଆ କହିଲେ, ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି।
ମିଟିଂ ଅଧାରୁ ମେୟର ପଳାଉଛନ୍ତି। ଲୋକଙ୍କ କଥା ବୁଝିବାକୁ ସମୟ ନାହିଁ ମୟର ପାଖରେ। ସୋଫିଆ କହିଲେ ବିଧାୟିକା ହିସାବରେ ମୁ ସମୀକ୍ଷା କରିପାରିବି।
ସୋଫିଆଙ୍କ କଟାକ୍ଷ ପରେ ମେୟର ସୁବାଷ ସିଂଙ୍କ ପ୍ରତିକ୍ରିୟା ରଖିଲେ,
ସୋଫିଆ ହେଉଛନ୍ତି ଆକ୍ସିଡେଣ୍ଟାଲ ବିଧାୟିକା। ସୋଫିଆ କଟକରେ ଇଟା ଖଣ୍ଡେ ଯୋଡ଼ି ନାହାଁନ୍ତି। ସୁବାଷ
ସେ ପ୍ରସ୍ତାବ ଦେଇପାରିବେ, ସମୀକ୍ଷା ଅଧିକାର ଦେଲା କିଏ ସୁବାଷ ?
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଖଣି ବିଭାଗ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ପସିଲା ଭିଜିଲାନ୍ସ।
କଟକର ପୂର୍ବତନ ଜିଲାପାଳ ଅଲୋଡ଼ା ହୋଇ ପଡିଲେ। ଯାହାଙ୍କର ଉଦ୍ୟୋଗରେ ଗଢି ଉଠିଥିଲା କଟକ ବାଲିଯାତ୍ରା।
ବାଡ ଯଦି ଫସଲ ଖାଇବ ତାକୁ ଜଗିବ କିଏ।