କଟକ, “ଆମ ଓଡ଼ିଶା ଖବର” ହ୍ୟୁଜ ଆପକୁ ଚଳାଉଥିବା ଓଡ଼ିଶା ମୁଖ୍ୟ ଗିରଫ। ବାଦାମବାଡ଼ିରେ ରହୁଥିବା ପାର୍ଥ ସାରଥୀ ଦାସ ଗିରଫ। ଗିରଫ କଲା କଟକ ସାଇବର ଥାନା ପୋଲିସ ପାର୍ଥଙ୍କ ନିକଟରୁ ୩ ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି। ପାର୍ଥକୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବ ସାଇବର ପୋଲିସ। ୪ ବର୍ଷ ହେବ ହ୍ୟୁଜ୍ ଇଣ୍ଡିଆ ସହ ଜଡିତ ଥିଲା ପାର୍ଥ ସାରଥୀ। ସାରଥୀ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ହ୍ୟୁଜ୍ ଆପ୍ ଦ୍ଵାରା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କୋଟି କୋଟି ଟଙ୍କା ଠକେଇ କରି ଚାଲିଥିଲେ। ବିଶେଷ ସୁତ୍ରରୁ ଖବର ପାଇ କଟକ ସାଇବର ଥାନା ଗିରଫ କରିଛ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଖଣି ବିଭାଗ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ପସିଲା ଭିଜିଲାନ୍ସ।
କଟକର ପୂର୍ବତନ ଜିଲାପାଳ ଅଲୋଡ଼ା ହୋଇ ପଡିଲେ। ଯାହାଙ୍କର ଉଦ୍ୟୋଗରେ ଗଢି ଉଠିଥିଲା କଟକ ବାଲିଯାତ୍ରା।
ବାଡ ଯଦି ଫସଲ ଖାଇବ ତାକୁ ଜଗିବ କିଏ।