ପୁରୀ ଅଧିନସ୍ଥ କଣାସ, “ଆମ ଓଡ଼ିଶା ଖବର” ମନ୍ଦାରବସ୍ତ ଫାଣ୍ଡି ଅଧିକାରୀଙ୍କୁ
କ୍ରାଇମବ୍ରାଞ୍ଚ ଏବଂ କୋରାପୁଟ ପୋଲିସ ଉଠାଇ ନେଇଥିବା ସୂଚନା ପଦାକୁ ଆସିଛି। ଜମାଦାର ବାବୁ କୋରାପୁଟରେ କାର୍ଯ୍ୟରତ ଥିବାବେଳେ ତାଙ୍କ ନାଁରେ ଥିଲା ସକ୍ତ ଅଭିଯୋଗ ମର୍ଡର କେସ୍କୁ ରଫାଦଫା କରିବାକୁ କହିଥିବା ଅଭିଯୋଗ। ଘଟଣାଟି ଘଟିଥିଲ।, କୋରାପୁଟ ଜୟପୁରରେ ହାଜତ ମୃତ୍ୟୁ ମାମଲାର ଘଟଣା। ପୁର୍ବ ଘଟଣାରେ ସମ୍ପୃକ୍ତ ଥିବା ୩ ପୋଲିସ କର୍ମଚାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ହେଲେ ୩ ପୋଲିସ କର୍ମୀଙ୍କ ମଧ୍ୟରେ ଏସଆଇ, ଏଏସଆଇ ଓ କନେଷ୍ଟବଳ। ୨୦୧୭ ରେ ଜୟପୁର ଟାଉନ୍ ଥାନାରେ ଘଟିଥିଲା ଘଟଣା। ଆକାଶ ମହୁରୁଆ ନାମକ ଅପରାଧୀକୁ ଥାନାକୁ ଅଣାଯାଇଥିଲା। ଥାନାରେ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାରେ ଆକାଶଙ୍କ ମୃତ୍ୟୁ ଘଟିଥିଲା। ଡ୍ୟୁଟିରେ ଥିବା ୪ ପୋଲିସଙ୍କ ନାଁରେ ହୋଇଥିଲା ମାମଲା। କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରୀ ରହିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।