ପୁରୀଜିଲ୍ଲା, “ଆମ ଓଡ଼ିଶା ଖବର” ବ୍ରହ୍ମଗିରି ଅଞ୍ଚଳ ବାଲିହରଚଣ୍ଡୀ ଜଙ୍ଗଲରେ ଗତକାଲି ଗଣଦୁଷ୍କର୍ମର ଶିକାର ହୋଇଥିଲେ ଜଣେ ଯୁବତୀ। ଘଟଣାଟି ଘଟିଛି ବାଲିହରଚଣ୍ଡି ମନ୍ଦିର ନିକଟସ୍ଥ ଜଙ୍ଗଲରେ। ଗତକାଲି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସହିତ, ଅନ୍ୟ ଅଭିଯୁକ୍ତ ମଧ୍ଯ ପୋଲିସ ଗିରଫ କରିଥିଲା। ଫେରାର ହୋଇଥିବା ଅଭିଯୁକ୍ତ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ କଲା ପୁରୀ ପୋଲିସ। ମୋଟ୍ ୪ ଅଭିଯୁକ୍ତ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଆଜି ସମସ୍ତଙ୍କର ଡାକ୍ତରୀ ମାଇନା କରାଯାଇଛି। ପୋଲିସ ଦ୍ୱାରା ଅଧିକ ତଦନ୍ତ ଯାରିରହିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ବାଲିହରଚଣ୍ଡୀ ଜଙ୍ଗଲରେ ୪ ଜଣ ଦୁର୍ବୁତ୍ତଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ।


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।