ବଡମ୍ବା, “ଆମ ଓଡ଼ିଶା ଖବର” କୁଖ୍ୟାତ ଆସାମୀ ପୋଲିସର ନିଷ୍କ୍ରିୟତା ପାଇଁ, ପୋଲିସର ହେପାଜତରୁ ଫେରାର ହୋଇଗଲା। ଆସନ୍ତୁ ଜାଣିବା ପ୍ରକୃତ ଘଟଣା କଣରହିଛି। ବଡମ୍ବା ପୋଲିସ ଆସାମୀର ସ୍ୱାସ୍ଥ୍ୟଗତ ପରୀକ୍ଷା କରାଇବାପାଇଁ ମେଡ଼ିକାଲ ନେଉ ଥିବା ବେଳେ ୱାରେଣ୍ଟ ଆସାମୀ ଫେରାର ହୋଇଗଲା। ୱାରେଣ୍ଟ ଆସାମୀ ଜଣକ ବଡମ୍ବା ହାଟର ଶେଷଦେବ ସାହୁ ବୋଲି ଜଣାପଡିଛି। କୌଣସି ଏକ ମାମଲାରେ ୱାରେଣ୍ଟ ଘୋଷଣା ହୋଇ ମେଡିକାଲ ପରୀକ୍ଷା ପରେ ଜେଲ ଯାଇଥାନ୍ତା, ତାହା ହୋଇ ପାରା ନାହିଁ, ପୋଲିସର ହୁଗୁଳା ସୁରକ୍ଷା ଯୋଗୁ। ସାଧାରଣ ଜନତାଙ୍କ ମଧ୍ୟରେ ସନ୍ଦେହ ଉପୁଜୁଛି, ୱାରେଣ୍ଟ ଆସାମୀକୁ ନେଉଥିବା ପୋଲିସର ସହୋଯାଗ ନାହିଁତ? ଏଭଳି ଅସମ୍ଭବ ଅବସ୍ଥା ପୋଲିସର ନିଷ୍କ୍ରିୟତା ଉପରେ ସନ୍ଦେହ କରାଯାଉଛି ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l