କଟକ, “ଆମ ଓଡ଼ିଶା ଖବର” ପୋଲିସ ମହାନିର୍ଦ୍ଦେଶକ ନିଳମ୍ବିତ କଲେ, ଟାଙ୍ଗି ଥାନା ଅଧିକାରୀ ଶିବପ୍ରସାଦ ଭଦ୍ରଙ୍କୁ। ଶ୍ରୀ ଭଦ୍ର ନିଳମ୍ବିତ ହେଲେ ଅନୀତିକର କାର୍ଯ୍ୟ ପାଇଁ। ଶ୍ରୀ ଭଦ୍ର ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଜଣେ ବ୍ୟକ୍ତିଙ୍କ ଉପରେ। ଘଟଣାଟି ହେଉଛି, ଶ୍ରୀ ଭଦ୍ରଙ୍କୁ ମହଙ୍ଗା ପଡିଲା ନିଜର ବାହୁବଳ। ବେଆଇନ ଭାବେ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଥିବା ଅଭିଯୋଗରେ ନିଳମ୍ବିତ। ସେହି ଆଧାରରେ ଶ୍ରୀ ଭଦ୍ରଙ୍କ ବିରୁଧରେ ପୋଲିସ ମହାନିର୍ଦ୍ଦେଶକ ନେଲେ କଡା କାର୍ଯ୍ୟନୁଷ୍ଠାନ। ଥାନା ଅଧିକାରୀ ଶ୍ରୀ ଭଦ୍ର ତଦନ୍ତ ଆଳରେ ଜଣେ ବ୍ୟକ୍ତିଙ୍କୁ ୨ ଦିନ ଧରି ବେଆଇନ ଭାବେ ଥନାରେ ଅଟକ ରଖିବା, ମାନସିକ ଚାପ ପକାଇବା ଭଳି କାର୍ଯ୍ୟ କରିଥିଲେ। ସେହି ବ୍ୟକ୍ତି ମାନସିକ ଭାରସାମ୍ଯ ହରାଇଥିଲେ। ଗୁରୁତର ଅବସ୍ଥାରେ ସେହି ବ୍ୟକ୍ତିଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇ ଯାଇଛି। ଚିକିତ୍ସିତ ଘଟଣାକୁ ନେଇ ଟାଙ୍ଗି ଥାନା ଅଧିକାରୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ନିଳମ୍ବିତ କରିଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
କଟକ, ପୋଲିସ ମହାନିର୍ଦ୍ଦେଶକ ନିଳମ୍ବିତ କଲେ, ଟାଙ୍ଗି ଥାନା ଅଧିକାରୀ ଶିବପ୍ରସାଦ ଭଦ୍ରଙ୍କୁ।


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।