କେନ୍ଦୁଝର, “ଆମ ଓଡ଼ିଶା ଖବର” କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଧରାପଡ଼ିଲେ। NGO ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଓଡିଶା ଭିଜିଲାନ୍ସ। ଡିଜିଟାଲ ମୋଡ୍ରେ ଲାଞ୍ଚ ନେଉଥିଲେ ବାବୁ ଡିଏସଏସଓ ବିପ୍ଳବ କେଶରୀ ସାମନ୍ତରାୟ। ୨୦ ହଜାର ଟଙ୍କା ନେଲା ବେଳେ କାବୁ କରିଥିଲା ଭିଜିଲାନ୍ସ ଟିମ୍।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଲାଞ୍ଚ ନେଲାବେଳେ କେନ୍ଦୁଝର ଡିଏସଏସଓ ଭିଜିଲାନ୍ସ ଜାଲରେ।


More Stories
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l
ବରୀରେ ଚୋରା ମଦ ବ୍ୟବସାୟକୁ ନେଇ ତେଜୁଛି ଅସନ୍ତୋଷ l
ଭାରତୀୟ ତିନି ମୁଖ୍ୟଙ୍କ ବିଚାର ଧାରାକୁ ତର୍ଜମା କରିବା।