କେନ୍ଦୁଝର, “ଆମ ଓଡ଼ିଶା ଖବର” କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଧରାପଡ଼ିଲେ। NGO ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଓଡିଶା ଭିଜିଲାନ୍ସ। ଡିଜିଟାଲ ମୋଡ୍ରେ ଲାଞ୍ଚ ନେଉଥିଲେ ବାବୁ ଡିଏସଏସଓ ବିପ୍ଳବ କେଶରୀ ସାମନ୍ତରାୟ। ୨୦ ହଜାର ଟଙ୍କା ନେଲା ବେଳେ କାବୁ କରିଥିଲା ଭିଜିଲାନ୍ସ ଟିମ୍।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଲାଞ୍ଚ ନେଲାବେଳେ କେନ୍ଦୁଝର ଡିଏସଏସଓ ଭିଜିଲାନ୍ସ ଜାଲରେ।


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।