ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର) ତା:- ୨୮/୧୨/୨୫
ରାୟଗଡ଼ା ଜିଲ୍ଲା ଜର୍ଜସିପ ଅଧୀନରେ ବିଭିନ୍ନ କୋର୍ଟରେ ସରକାରୀ ଓକିଲ ଘୋଷଣା କରାଯାଇଛି । ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବା ପରେ ଦୀର୍ଘ ୧୬ ମାସ ପରେ ୩୧ଟି ପଦବୀ ଗୁଡ଼ିକ ଘୋଷଣା ହେଇଛି। ଯୁବ ଓକିଲ ଟି. ନାଗାରାଜୁ ଙ୍କୁ ପି.ଏମ.ଯେ.ଯେ.ବି କୋର୍ଟର ଆସିଷ୍ଟାଣ୍ଟ ପୋବ୍ଲିକ ପ୍ରୋଷିକ୍ୟୁଟର ଭାବରେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ପାଇବା ପରେ ବିଭିନ୍ନ ମହଲରୁ ଖୁସିର ଲହରୀ ଖେଳିଯାଇଛି । ସ୍ଥାନୀୟ ବିଭିନ୍ନ ସଂଗଠନ ମାନଙ୍କ ତରଫରୁ ଶୁଭେଚ୍ଛା ଜଣେଇବା ସହ ଆଶିର୍ବାଦ ପ୍ରଦାନ କରିଛନ୍ତି । ଯୁବ ଓକିଲ ଟି. ନାଗାରାଜୁ ନିଯୁକ୍ତି ଦେଇଥିବାରୁ ଭାଜପା ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ କୁ ଧନ୍ୟବାଦ ମଧ୍ୟ ଜଣେଇଛନ୍ତି ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।