କ୍ଷମତାର ଅପବ୍ୟବହାର କଲେ ପ୍ରଦୀପ୍ତ ସେଠୀ, ଜିଲ୍ଲାପାଳ ନେଲେ ଆକ୍ସନ।

ଜଗତସିଂହପୁର, “ଆମ ଓଡିଶା ଖବର” ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠିଙ୍କ ଦରମା ବନ୍ଦ ଜିଲ୍ଲାପାଳ। ଘଟଣାର ରହସ୍ଯ, ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠୀଙ୍କ ଦରମା ବନ୍ଦ ସହ ସୋ’ କଜ୍‌ ନୋଟିସ ପଠାଇଲେ ଜିଲ୍ଲାପାଳ। ଚୋରାଚାଲାଣ ବାଲି ବୋଝେଇ ହାଇୱା ଗାଡି ଠାରୁ ଟଙ୍କା ନେଇ ଛାଡ଼ି ଦେଇଥିଲେ। ଘଟଣାଟି ପ୍ରସାରିତ ହେବାପରେ। ପୋଲିସ ଅଧିକାରୀ ବିବାଦରେ ଛନ୍ଦି ହୋଇଗଲେ। ନିଜର କ୍ଷମତାର ଅପବ୍ୟବହାର କରିଥିବା କଥା ପଦାରେ ପଡିଲା। ଜିଲ୍ଲାପାଳ, ପୋଲିସ ଅଧିକାରୀଙ୍କ ଉପରେ ନେଲେ ଆକ୍ସନ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!