
ଖୋର୍ଦ୍ଧା, “ଆମ ଓଡିଶା ଖବର” ଭୁବେନେଶ୍ୱର ସ୍ଥିତ ଉତ୍କଳ କୋରାଟେ ସ୍କୁଲ ଠାରେ ସର୍ବଭାରତୀୟ କୋରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଅଞ୍ଚଳର ଛାତ୍ର ମୋହମ୍ମଦ ଅକିଲ ସର୍ଣ୍ଣ ପଦକ ହାସଲ କରିଥିବା ଜଣାପଡିବାରୁ ଖୋର୍ଦ୍ଧା ଏବଂ ତାର ଆଖ ପାଖ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଅଛି। ପ୍ରକାଶ ଯେ ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା ଜ଼ିଲ୍ଲାରୁ ୬୪ ଜଣ ଅଂଶ ଗ୍ରହଣ କରିଥିବା ବେଳେ ଜ଼ିଲ୍ଲାର ମୁଖ୍ୟ ପ୍ରୋଶିକ୍ଷକ କୌଶି ଦୀପକ କୁମାର ସାମନ୍ତରାଙ୍କ ତତ୍ଵାବଧାନରେ ଏବଂ କୋଚ ସଂଗ୍ରାମ ନାଏକ, ସୋଲନି ପାତ୍ର, ଦୀପା ଶିଖା ସାମନ୍ତରା ଓ ଟିମ ମ୍ୟାନେଜର ପ୍ରତାପ କେଶରୀ ଜେନାଙ୍କ ସହଯୋଗରେ ପ୍ରତିଯୋଗୀ ମାନେ ନିଜର କୋରାଟେ ପ୍ରୋସିଖୋଣ ଉପସ୍ଥାପନ କରିଥିଲେ। ପ୍ରଥମ ବିଜେତା ସ୍ୱର୍ଣ୍ଣ, ଦ୍ୱିତୀୟ ରୌପ୍ୟ ଏବଂ ତୃତୀୟ ବିଜେତା କଂସା ପଦକ ପାଇଥିବା ବେଳେ ମହମ୍ମଦ ଅକିଲ ସ୍ୱର୍ଣ ପଦକ ପାଇ ଖୋର୍ଦ୍ଧା ଅଞ୍ଚଳର ଟେକ ରଖିଥିଲେ। ମହମ୍ମଦ ଅକିଲ ଖୋର୍ଦ୍ଧା ଶରଧାପୁର ନିବାସୀ ପିତା ଏମ ଡି ଜମିଲ ଓ ମାତା ରିହାନା ଖାତୁନ ଙ୍କ ଏକ ମାତ୍ର ସନ୍ତାନ। ଆଗକୁ ଅନ୍ତୋର୍ଜାତୀୟ ଖେଳରେ ଅଂଶ ଗ୍ରହଣ କରିବାକୁ ଯୋଜନା ରଖିଥିବା ପିତା ଏମ ଡି ଜମିଲଙ୍କ ବାର୍ତ୍ତା, ବିଶେଷ ସୂତ୍ରରୁ ମିଳିଛି।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.