ଭୁବନେଶ୍ବର: “ଆମ ଓଡ଼ିଶା ଖବର” କୁଖ୍ୟାତ ଚୋର ନିରଞ୍ଜନ ସ୍ବାଇଁ ଓରଫ ନଣ୍ଡା ଗିରଫ। ପୋଲିସ ଆଖିରେ ଧୁଳି ପକେଇ ଖୁଲମଖୁଲ୍ଲା ବୁଲୁଥିଲା ନିରଞ୍ଜନ ସ୍ୱାଇଁ ଓରଫ ନଣ୍ଡା। ନଣ୍ଡାକୁ ଭୁବନେଶ୍ବରରୁ ଗିରଫ କଲା ଧଉଳି ଥାନା ପୋଲିସ। ନଣ୍ଡା ନାଁରେ କମିଶନରେଟ୍ ପୋଲିସ ନିକଟରେ ବିଭିନ୍ନ ଥାନାରେ ଅଛି ୭୮ଟି ମାମଲା। ନଣ୍ଡା ପାଖରୁ ପୋଲିସ ପାଇଥିଲା ବିଭିନ୍ନ ପ୍ରକାରର ଚୋରି, ଡକାୟତି କରୁଥିବା ଅସ୍ତ୍ରଶସ୍ତ୍ର, ବେବହାର କରୁଥିବା ଯାନ। ପୋଲିସର ହସ୍ତଗତ ହୋଇଛି। ଚୋରିରେ ବେବହୃତ ହେଉଥିବା ସାମଗ୍ରି। ସେଗୁଡିକ ହେଉଛି ଘରେ ପଶି ଗ୍ରୀଲ୍ ତାଡୁଥିବା ଲୁହା ରଡ୍, ଲୁଟୁଥିବା ଜିନିଷ ନେଉଥିବା ଅଟୋ, ଅଟୋ ଦ୍ବାରା ବୋହି ନେଉଥିଲା ଜିନିଷ କୁଖ୍ୟାତ ଚୋର ନଣ୍ଡା। ଏତଦବ୍ୟତୀତ
ରୁପା ଚେନ୍ ଓ ୨୮ ଗ୍ରାମ୍ ରୁପା କଏନ୍ ଜବତ କରିଛି ଧଉଳି ପୋଲିସ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.