ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହାତ, ନାୟାଗଡ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ।

ନୟାଗଡ଼: “ଆମ ଓଡ଼ିଶା ଖବର” ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଲା। ଘଟଣାଟି ଘଟିଛି, ଖଣ୍ଡପଡା ରୋଡ ନିକଟସ୍ଥ ଖେଡ଼ପଡା ଗାଁ ନିକଟରେ। ଡ୍ରାଇଭର ଅବହେଳା ପାଇଁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ତେବେ ଅଘଟଣଟି ଦୁର୍ଘଟଣା ପାଲଟି ଯାଇଛି। ଡ୍ରାଇଭର କହିବା କଥା, ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଥିଲା। ଯାତ୍ରୀବାହି ବସ୍‌
ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସମସ୍ତ ଆହାତଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଫତେଗଡ଼ ପୋଲିସ ପହଞ୍ଚି ପ୍ରକୃତ ତଥ୍ଯ ସଂଗ୍ରହ କରିବା ସହିତ ତଦନ୍ତ ଜାରି ରଖିଛି।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!