କେନ୍ଦୁଝର: “ଆମ ଓଡିଶା ଖବର” ମୃତ୍ୟୁର ପ୍ରମାଣ ଦେବାକୁ ଯାଇ, ଭାଇ ବୋହି ଆଣିଲା ନିଜ ଭଉଣୀର ମର ଶରିର କଙ୍କାଳକୁ। ଥୋଇଦେଲା ବ୍ୟାଙ୍କ୍ ଦୁଆର ମୁହଁରେ। ମୃତ ଭଉଣୀର ଟଙ୍କା ଉଠାଇବାକୁ କବର ତଳୁ କଙ୍କାଳ ଖୋଳି ଆଣିଲା ଭାଇ । ବିଚିତ୍ର ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ। ଏହାଥିଲା ଅସହାୟ ଭାଇର କରୁଣ ଦୃଶ୍ୟ । ବ୍ୟାଙ୍କ୍ କର୍ତ୍ତୃପକ୍ଷ ଟଙ୍କା ନଦେବାରୁ ୨ ମାସ ତଳୁ ପୋତା ହୋଇସାରିଥିବା ଭଉଣୀର ଶବକୁ ବାହାର କରି ବ୍ୟାଙ୍କ୍ ଆଣିବାକୁ ବାଧ୍ୟ ହେଲା ଭାଇ । ତେବେ କାହିଁକି ଓ କିଭଳି ପରିସ୍ଥିତିରେ ଏଭଳି ନିର୍ମମ ଘଟଣା ଘଟିଲା, ଶେଷରେ ବ୍ୟାଙ୍କ୍ ଅଫିସର ମାନେ ଘରେ ଆଣି ଟଙ୍କା ଦେବାକୁ ବାଧ୍ୟ ହେଲେ ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।


More Stories
ଦୁଇଟି ଯୁବତୀଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ। ଜଣେ ମୃତ ଆଉଜଣେ ଚିକିତ୍ସାଧୀନ।
ସାନଖେମୁଣ୍ଡୀ ପ୍ରେସ କ୍ଲବ ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ
ବେଆଇନ ଜିଂଜର ଜବତ, ଜଣେ ଗିରଫ