ଭୃଗୁ ଜ୍ୟୋତିଷ ସଂସ୍ଥାନ, ଭୁବନେଶ୍ୱର ଆନୁକୁଲ୍ୟରେ ଆୟୋଜିତ ହେଇଛି। ଓଡ଼ିଶାର ସମସ୍ତ ଜ୍ୟୋତିଷ ବାସ୍ତୁବିଦ ହସ୍ତରେଖାବିଦ କର୍ମକାଣ୍ଡ ବିଦ ତନ୍ତ୍ର ବିଦ ଯୋଗବିଦ ମାନଙ୍କୁ ନିବେଦନ ଉକ୍ତ ସମ୍ମିଳନୀରେ ଯୋଗ ଦେଇ ଗତିଶୀଳ ସମାଜ ମଙ୍ଗଳ କାମନାର ଏକ ନୂତନ ଦିଗନ୍ତ ରେ ସାମିଲ ହୁଅନ୍ତୁ। ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର ସଭାଗୃହ ମଧ୍ୟରେ ଏକ ବିଶାଳ ଜ୍ୟୋତିଷ ସମ୍ମିଳନୀ ଆୟୋଜନ କରାଯାଇଛି। ଚେୟାରମ୍ୟାନ୍ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ, ନେପାଳ ର ବରିଷ୍ଠ ବାସ୍ତୁବିଦ ,ପେରାମିଡବାସ୍ତୁ ମୁଖ୍ୟ ଅତିଥି ଆଚାର୍ଯ୍ୟ ଶ୍ରୀ ମହେନ୍ଦ୍ର ନାଥ ମୁଦ୍ରା ଜୀ ସମ୍ମାନୀତ ଅତିଥି, ଦକ୍ଷିଣ ପ୍ରାନ୍ଦି ଅଧ୍ୟକ୍ଷ ଡ଼ଃ ନରେନ୍ଦ୍ର କୁମାର୍, ଡଃ ଦିନେଶ୍ବର ମହତ୍ ହଜାରି ବାଦ ଏବଂ ସମ୍ମାନନୀୟ ଅତିଥି ରାଞ୍ଚି ର ପୂର୍ବ ଅଧ୍ୟକ୍ଷ କିଶାନ ମାହେଶ୍ୱରୀ ପ୍ରିୟବ୍ରତ ସୂତାର ସଚିବ, ଡଃ ସୁଶାନ୍ତ ହୋତା ଡାଇରେକ୍ଟର, ଡଃ ସୁଶାନ୍ତ ଭୂତିଆ ଆବାହକ, ପଣ୍ଡିତ ଶିବ ନାରାୟଣ ମିଶ୍ର ମଞ୍ଚ ପରିଚାଳନା ଓଡ଼ିଶାର ବହୁତ ପଣ୍ଡିତ ମାନେ ଯୋଗଦେଇଥିଲେ। କଟକ ଆଠଗଡ଼ ର ଵିରକିଶୋର ପୁର , ପଣ୍ଡିତ ବିଭୁତି କୁମାର ନନ୍ଦ ଙ୍କୁ ଆସ୍ତୋରଲୋଜୀ , ବାସ୍ତୁ ଶାସ୍ତ୍ର,ର୍କମକାଣ୍ଡ,ପାଲାମିଷ୍ଟୀର,ୟଗୋ, ଜ୍ୟୋତିଷ ବାସ୍ତୁଵିଦ, ସମ୍ମାନୀତ ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରାଯାଇଥିଲା। ବିଭୂତି କୁମାର ନନ୍ଦ ସମସ୍ତ ଙ୍କୁ ସାଧୁବାଦ ଜଣାଇଛନ୍ତି।
ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।
ମହାତ୍ମା ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି ଦିବସ।
ଦୁର୍ନୀତି ଓ ଜାଲିଆତିର ଗନ୍ତାଘର ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ l