ବାଣପୁର (ଆମ ଓଡ଼ିଶା ଖାବର )ତା,୦୨/୨/୨୦୨୫ ଖୋର୍ଦ୍ଧା ଜିଲ୍ଲା ବାଣପୁରବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ରବିବାର ପରିସରରେ ବିଦ୍ୟାଦାତ୍ରୀ ମା ସରସ୍ବତୀ ଦେବୀଙ୍କ ପୂଜା ଉତ୍ସବ ପାଳିତ ହେଉଥିବାବେଳେ ନବ ନିର୍ମିତ ଗଣେଶ ଓ ମା ସରସ୍ବତୀ ଙ୍କ ର ମୂର୍ତ୍ତି ଯିବ ନ୍ୟାସ ଦିଆଯାଇଥିଲା. ଏହି ଅବସରରେ ପୂଜାର କର୍ତ୍ତଭାବେ ପ୍ରାକ୍ତନ ଶିକ୍ଷକ ଦୁର୍ଗା ଚରଣ ମହାରଣା ଙ୍କ ଧର୍ମ ପତ୍ନୀ ଜୟନ୍ତୀ ମହାରଣା ଏବଂ ପୁରୋହିତ କୈଳାଶ ଚନ୍ଦ୍ର ଦାସ,ପ୍ରକାଶ ଭଟ,ସୁଶାନ୍ତ ଷଢଙ୍ଗୀ,ପ୍ରସନ୍ନ ମିଶ୍ର ପୂଜାପାଠ କରିଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ସଚ୍ଚଳା ଗୁରୁ ଙ୍କ ତତ୍ୱାବଧାନ ରେ ସ୍କୁଲ ର ସମସ୍ତ ଶିକ୍ଷକ,ଶିକ୍ଷତ୍ରୀ,ଛାତ୍ରୀ,ଛାତ୍ର ଓ କର୍ମଚାରୀ ପୁଷ୍ପାଞ୍ଜଳି ଦେବାସହ ପ୍ରସାଦ ସେବନ କରିଥିଲେ I
ଗଣେଶ ଓ ମା ସରସ୍ବତୀ ଙ୍କ ପ୍ରତିଷ୍ଠା ଦିବସ I


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.