ବାଲୁଗାଁ (ଆମ ଓଡ଼ିଶା ଖବର )ହଁ ଆଜ୍ଞା ବାଲୁଗାଁ ବଜାରସ୍ଥିତ ହନୁମାନ ପରିବା ସଙ୍ଘର ନୂତନ ମାର୍କେଟ କମ୍ପ୍ଲେସ ଠାରେ ମେଗା ସପିଙ୍ଗ ବଜାର ଅନୁଷ୍ଠିତ ହେବାପାଇଁ ଏକ ଶୁଭଖୁଣ୍ଟି ସ୍ଥାପନା କରାଗଲା ଆସନ୍ତା ତା ୨୫/୨/ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ତା ୨୦/୩/ ଗୁରୁବାର ପର୍ଯନ୍ତ ଏକ ମେଗା ସପିଙ୍ଗ ବଜାର ହେବାକୁ ଯାଉଛି ଏଥିରେ ନାନା ଜାତୀୟ ଘର କରଣ ସାମଗ୍ରୀ ଏବଂ ଛୋଟ ଛୋଟ ପିଲା ମାନଙ୍କ ର ଖେଳନା ଓ ସ୍କୁଲ ବ୍ୟାଗ ଠାରୁ ଆରମ୍ଭ କରି ମହିଳା ମାନଙ୍କର ପାଇଁ ସମ୍ବଲପୁରୀ ଶାଢ଼ୀ ଚୁଡ଼ି କାନପୁଲ ଭାଇ ମାନଙ୍କ ପାଇଁ ଖଦି ଓ ସମ୍ବଲପୁରୀ କୁର୍ତା ଓ ସମସ୍ତ ବସ୍ତ୍ର ଓ ଘରର ସମ୍ପୂର୍ଣ ସାମଗ୍ରୀ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ, ତା ସହିତ ପ୍ରତେକ ରାତ୍ରରେ ଦାମୀ ଦାମୀ କଳାକାରଙ୍କୁ ନେଇ ମନରଞ୍ଜନ କାର୍ଯ୍ୟକ୍ରମ କରାଯିବ ବୋଲି ସପିଙ୍ଗ ବଜାର ମାଲିକ ମୁନା ଭାଇ ମତ ପ୍ରକାଶ କରିଛନ୍ତି l
ବିୟୁରୋ ରିପୋର୍ଟ ଆମ ଓଡ଼ିଶା ଖବର


More Stories
ଲାଞ୍ଚ ନେଇ ହଳଦିଆ ସ୍ୱାସ୍ଥ୍ୟ କର୍ମୀ ୧୦୦୦ ଟଙ୍କା ନେଇ ଭିଜିଲାନ୍ସ ଦ୍ୱାରା ବନ୍ଧା ହେଲେ।
ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ପାଇଲେ ହିମାଂଶୁ
ଜଣାଶୁଣା ସମାଜସେବୀଙ୍କ ପରଲୋକ