ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଏହି କାର୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ SP ମାଡାମ.( ମାଡାମ swati s କୁମାର ), ଅତିରିକ୍ତ ଜିଲାପାଳ ( ନିହାର ରଞ୍ଜନ କହ୍ନର ), ପ୍ରକଳ୍ପ ନିର୍ଦେଶକ( ଅଶୋକ ଖେମୁଣ୍ଡି ), ସନମାନୀୟ ଅତିଥି ଭାବେ vice chairman ପୌର ପରିଷଦ ( ଶ୍ରୀମତୀ ଶୁଭ୍ରା ପଣ୍ଡା ), , ଅଧକ୍ଷା, autonomous college ( ଶ୍ରୀମତୀ ବବି ଲତା ସ୍ବରୂପ ), କାର୍ଯ୍ୟ ନିର୍ବାହୀ ଅଧିକାରୀ ( କୁଲଦୀପ କୁମାର ), ସମସ୍ତ councillor ବୃନ୍ଦ ଉପସ୍ଥିତ ଥିଲେ . ଏହି କାର୍ୟକ୍ରମେ ରେ ମହିଳା କର୍ମ ଚାରି ଏବଂ SHG ମା ମାନଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା. ସମସ୍ତ ଭାଗୀ ଦାରି ମାନଙ୍କ ପାଇଁ ବଡା ଖାନା ra ବ୍ୟବସ୍ତା କରା ଯାଇଥିଲା. କାର୍ଯ୍ୟକ୍ରମ ରେ ଅତିଥି ମାନେ ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ମାନଙ୍କର ଭୂମିକା, ସେମାନଙ୍କର ସମାନତା, ଅଗ୍ରଣୀ ହେବା, ସମାଜରେ ଏକ ସ୍ଥାନ ତିଆରି କରିବା, ଆଗେଇବା ଆଦି ଉପରେ କହିଥିଲେ.
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।