ରାୟଗଡା ଜିଲ୍ଲା କାଶିପୁର:(ଆମ ଓଡିଶା ଖବର )ତା,୦୯/୦୩/୨୦୨୫ ରିଖ କାଶିପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ,ଅଣ୍ଡିରାକଞ୍ଚ ଥାନା ଅଧିନରେ ଥିବା ପି,କୁପାଖାଲ ଏବଂ ଲୁଣ୍ଡୁରୁକଣା ମୋଝି ଏକ ବିଲ ଜମି ତଳେ ଆମ୍ବ ଗଛ ନିକଟରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ।ପୁଲିସ ମୃତଦେହ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାପେର ମୃତ ଦେହ ବ୍ୟବଛେଦ ନେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। (ଅଣ୍ଡିରାକଞ୍ଚ ଇଉ,ଡି କେସ୍ ନଂ୨ ଡେଟେଡ୍ ୦୯/୦୩/୨୦୨୫)ମାମଲା ରୁଜୁ ହୋଇଛି । ସୂଚନା ଥାଉ କି ମୃତକଙ୍କ କୌଣସି ପ୍ରକାର ପ୍ରମାଣ ମିଳୁ ନାହିଁ ବୋଲି ଅଣ୍ଡରାକଞ୍ଚ ଥାନା (ଏସ୍, ଆଇ,) ଅରୁଣ କୁମାର ପାତ୍ର କହିଛନ୍ତି । ଥାନାର ଦୁଇଜଣ କନେଷ୍ଟ ବଲ,ଡମ୍ବରୁଧର କିଲାକା,ଗୋବିନ୍ଦ ଜାକାକା,ପୋଲିସ ଗାଡି ଡ୍ରାଇଭର ଦିଲ୍ଲିପ ନାଏକ ଆମ୍ବୁଲାନ୍ସ ଡ୍ରାଇଭର ମିସି ଗଛରେ ଝୁଲୁଥିବା ସବ କୁ ଉଦ୍ଧାର କରି ଛନ୍ତି। ସେଠାରେ ଉପସ୍ଥିତ ଥିବା ଭଦ୍ରବ୍ୟାକ୍ତି, ସୁବାସ ନାଏକ ,ସରପଞ୍ଚ ମସ୍ତରାମ ମାଝୀ ଉପସ୍ଥିତ ଥିଲେ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।