ଗତ କାଲି ଏଭଳି କାଳବୈଶାଖୀ ବର୍ଷାରେ ମୟୁରଭଞ୍ଜ ଜିଲ୍ଲାର ହୋଇଥିଲା, ଯାହାକି ଜନସାଧାରଣ ଆବାକ ହୋଇଯାଇଥିଲେ। ବିକ୍ଷିପ୍ତ ଧାରଣର ବିସ୍ତାରିତ ଭାବେ ବିଭିନ୍ନ ସ୍ଥାନରେ ଏତେ ବଡ ବଡ କୁଆପଥର ଖଣ୍ଡ ମାନ ପଡିବା ପ୍ରଥମ ବୋଲି ସାଧାରଣରେ କୁହାଯାଉଛି। ଯଦିଓ ଏହା ଅଫିସିଆଲ ଭାବେ ନିଶ୍ଚିତ କରାଯାଇନାହିଁ ତେବେ ଲୋକ ମାନେ ବହୁଳଭାବେ ଏହାର ଭିଡିଓ ଫଟୋ ସବୁ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାରେ ଏତେ ବଡ ବଡ କୁଆପଥର ପଡ଼ିବାର ପ୍ରଥମେ ଦେଖିବାକୁ ମିଳିଥିଲା।ଯାହାକୁ ୧୦ ରୁ ୧୫ ମିନିଟ ପରେ ଲୋକମାନେ ଗୋଟେଇ ଫଟୋ ନେଇଛନ୍ତି। କୁଆପଥର ଓଜନ ପ୍ରାୟ ୫ ରୁ ୬ କେଜି ଖଣ୍ଡମାନ ପଡିଥିବାର ବିରଳଦୁର୍ଶ ଦେଖିବାକୁ ମିଳିଥିଲା। ଟାଇଲ ଘର ଆଜବେଷ୍ଟସ ସବୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। କୁଆପଥର ଦ୍ବାରା ଘର ଭାଙ୍ଗି ଯାଇଥିବାର ଦୃଶ୍ୟ ପ୍ରଥମକରି ଦେଖୁଥିବା ସାଧାରଣରେ ଚର୍ଚ୍ଚାର ବିସୟ ହୋଇଛି।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ, ଆମ ଓଡ଼ିଶା ଖବର।


More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।