ବରିଷ୍ଠ ନାଗରିକ ମଞ୍ଚ, ଜଟଣୀ
କାର୍ଯ୍ୟାଳୟ ପରିସରରେ ମଧୁ ବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି, ମଞ୍ଚ ର ସଭାପତି ଇଂ ଭକ୍ତବନ୍ଧୁ ଚୌଧୁରୀ, ସମ୍ପାଦକ ଶ୍ରୀ ସଚ୍ଚିଦାନନ୍ଦ ପଟ୍ଟନାୟକ, ଅରୁଣ ମହାନ୍ତି, ଶରତ ଚନ୍ଦ୍ର ଦାଶ, ପ୍ରହ୍ଲାଦ ସ୍ୱାଇଁ, କୈଳାସ ଅଗ୍ରୱାଲ ଆଦି ସଦସ୍ୟ ଯୋଗଦାନ କରିଥିଲେ, ସଭାପତି ଶ୍ରୀ ଚୌଧୁରୀ ମଧୁ ବାବୁଙ୍କ ଜୀବନୀ, ଓଡିଶା ପ୍ରତି ତାଙ୍କର ଅବଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ…
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବ ।
ସପ୍ତମ ରାଜସୁନାଖଳା ମହୋତ୍ସବ କାଉଁରୀ- ୨୦୨୫ ଉଦଘାଟିତ।
ବଡକୁଳ ଗ୍ରାମ ପଞ୍ଚାୟତ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l