ଚଳିତ ମାସ 01 05 2025 ତାରିଖ ଦିନ ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଦେଇ ବାଇପାସ୍ ଛକ ନାଗଭୂଷଣ ପଟ୍ଟନାୟକ କୁଂ ମୋଟର କର୍ମଚାରୀ ସଂଘ ର ସଭାପତି ଫଣୀଭୁଷଣ ପଟ୍ଟନାୟକ ଓ ତ୍ରିପତି ଗମାଙ୍ଗ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରେ ପତାକା ଉତ୍ତୋଲନ କରାଯାଇଛି।
ମେ 1 ତାରିଖ ଦିନ ଆମେରିକା ର ଚିକାଗୋ ସହରରେ 1886 ମସିହାରେ 8 ଘଣ୍ଟା ଶ୍ରମ ଆଇନ ନେଇ ଲଡେଇ ରେ ଶ୍ରମିକ ମାନଙ୍କ 8 ଘଣ୍ଟା ଶ୍ରମ ଆଇନ କରାଯାଇଛି।
4 ଟି ଶ୍ରମ ଆଇନ ବାତିଲ କରିବା, ଘରୋଇ କରଣ ବଦଂ କରିବା, କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା, ଓପିଏସ୍ କୁ ଲାଗୁକରିବା ଓ ଏନପିଏସ ଓ ୟୁପିଏସ କୁ ବାତିଲ କରିବା, ତିନୋଟି ଅପରାଧୀକ କଳା ଆଇନ ବାତିଲ କରିବା, କର୍ପୋରେଟ ଲୁଟ ବଦଂ କରିବା, ଶ୍ରମିକ ମାନଙ୍କୁ ମାସିକ 26 ହଜାର ଟଙ୍କା ଓ ପେନସନ 15 ହଜାର ଟଙ୍କା ପ୍ରଦାନ କରିବା ନେଇ ଫଂଣିଭୁଷଣ ପଟ୍ଟନାୟକ ଦାବି କରିଥିଲେ।
ଉପସ୍ଥିତ ଥିଲେ
ଫଣୀଭୁଷଣ ପଟ୍ଟନାୟକ (ସଭାପତି) କିଶୋର ମହାନ୍ତି (କୋଷାଧ୍ୟକ୍ଷ) ପି ଭେକଂଟ ରାଓ,ଦିଲ୍ଲୀପ କୁମାର ପଟ୍ଟନାୟକ, ମୁନି ଶବର (ପାଚିକା ଓ ସହାୟିକା ସଂଗ ସଭାପତି) ଅନାସିମ ଶବର, ବୃନ୍ଦାବନ ବିଡିକା, କୈଳାସ ଶବର, ଦାସୁରୁ ବିଡିକା, ତୁଳସା ନିମାଲା, ନିରଞ୍ଜନ ନିମାଲା, ସଂଜୀବ ଶବର, ମୋଜେସ ଶବର, ରାଇନା ଶବର, ମିନ ଶବର।
ରାମନାଗୁଡା ବ୍ଲକ (ଉକମ୍ଭା) ଠାରେ ପ୍ରତାପ ଲିମା, ସଦାନନ୍ଦ କୈବର୍ତ୍ତ ନାରାୟଣ ଶବର , ତ୍ରିପତି ବାରିକ, ରମାକାନ୍ତ
ରାୟଗଡା ଠାରେ ମିଲିତ କାଯ୍ୟକ୍ରମ ରେ ମେଦିରି ଗରଡିଆ, କ୍ରିଷ୍ଟା ପାଲାକା ନାଗ ରାଜୁ, ଆଛାନା ମଣ୍ଡାଙ୍ଗି।
ମେ ୧ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସାମ୍ରାଜ୍ୟବାଦ ମୁର୍ଦାବାଦ ଗଣତନ୍ତ୍ର ଜିନ୍ଦାବାଦ ଫାସିବାଦ ମୁର୍ଦାବାଦ ସାଂବିଧାନ ଜିନ୍ଦାବାଦ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।