ମନ୍ତ୍ରୀ ରବି ନାଏକ କହିଲେ, ପଞ୍ଚାୟତିରାଜର ସ୍କାନରରେ ପ୍ରବଳ ମୂଷା। ବିଭାଗର ସ୍କାନରରେ ବହୁତ ପୁରୁଣା ମୂଷାମାନେ ଅଛନ୍ତି। ମୂଷା ମାନେ କାୟା ବିସ୍ତାର କରିଚାଲିଛନ୍ତି। ଏମାନଙ୍କୁ ମୁଳ ଉତ୍ପାଟନ କରିବାକୁ ପଡିବ। ସେମାନେ ଦଣ୍ଡ ପାଇବେ। ଆଉ କିଛି ନଷ୍ଟ କରିବା ପୂର୍ବରୁ ସେମାନଙ୍କର ମୁଳ ଉତ୍ପଟନ କରିବାକୁ ପଡିବ। ମନ୍ତ୍ରୀ ଶ୍ରୀ ନାୟକ କହିବାକଥା, ଦୁର୍ନୀତି ପାଇଁ ମୋ ସମୟରେ ୯ ଜଣ ଜେଇ ଓ ବିଡିଓଙ୍କୁ ନିଳମ୍ବନ କରିସାରିଛି। ଯିଏ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ। ତାହାମଧ୍ୟ ଭିଜିଲାନ୍ସ ଦ୍ବାରା ହେବ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.