ଗଞ୍ଜାମ ଜିଲ୍ଲା (ଆମ ଓଡିଶା ଖବର)
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବ୍ୟବସ୍ଥାରେ ପରିବର୍ତ୍ତନ ହେବାକୁ ଯାଉଛି। ବାର୍ଷିକ ୩ ହଜାର ଟଙ୍କା ଦେଇ ସୁବିଧା ପାଇ ପାରିବେ। ବର୍ଷକ ପାଇଁ କିମ୍ବା ୨୦୦ ଟ୍ରିପ୍ ମଧ୍ୟରୁ ଯେଉଁଠି ଆଗ ଆସିବ ସେପର୍ଯ୍ୟନ୍ତ ଲାଗୁ ରହିବ କେବଳ ଘରୋଇ ଗାଡ଼ି ଚାଳକଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି। କାର୍, ଜିପ୍, ଭ୍ୟାନ୍ ପରି ଛୋଟ ଯାନ ପାଇଁ ପାସ୍ ବ୍ୟବସ୍ଥା ରହିଛି। ରାଜମାର୍ଗ ଯାତ୍ରା ଆପ୍, ଅଫିସିଆଲ ୱେବସାଇଟ୍ରେ ତଥ୍ୟ ସମ୍ପୂର୍ଣ୍ଣ ରହିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l