ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲା(ଆମ ଓଡ଼ିଶା ଖବର)ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ଙ୍କ ନେତୃତ୍ୱରେ ଅନ୍ୟ ପୋଲିସ କର୍ମଚାରୀମାନେ ନୂଆ ଜଗନ୍ନାଥ ସଡ଼କରେ ଗାଡି ମଟର ଯାଞ୍ଚ ଯାଞ୍ଚ କରିଥିଲେ। ହେଲମେଟ ରୁ ଆରମ୍ଭ କରି ଗାଡି କାଗଜ ପତ୍ର ଯାଞ୍ଚ କରାଯାଇଥିଲା। ଏକାଧିକ ଗାଡିରୁ ପ୍ରାୟ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ଏସ ଆଇ
ଦିପାଲିଶା ନାୟକଙ୍କ ଠାରୁ ଜଣାପଡିଛି।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.