କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ କୁ ଦିନିକିଆ ଗସ୍ତ ରେ ଆସିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରୀୟ ମନ୍ତ୍ରୀ ନିତ୍ୟାନନ୍ଦ ରାଏ l ବାଲିଗୁଡ଼ା ଫହଞ୍ଚିଲା ପରେ ପ୍ରଥମେ ସ୍ଥାନୀୟ ଗାୟତ୍ରୀ ମନ୍ଦିର ରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ର ନେତା ଏବଂ କର୍ମୀ ମାନଙ୍କ ସହ କୋର କମିଟି ସଞ୍ଚାଳନ ସମିତି ବୌଠକ ରେ ଯୋଗ ଦେଇ ବାଲିଗୁଡ଼ା ଦୁଇ ନମ୍ବର ୱାର୍ଡ ଡ଼ହଲପଡ଼ି ର ହାତ ହରାଇ ଥିବା ଅଙ୍ଗଦ ମଲିକ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ପରେ ତୁମୁଡ଼ିବନ୍ଧ ବ୍ଲକ ଜାଲେଶ୍ୱରପଟା ଆଶ୍ରମ ରେ ଅନ୍ତେ ବାସୀ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରୀୟ ମନ୍ତ୍ରୀ ଙ୍କ ସହ ଶ୍ରୀମତୀ ଲେକା ଶ୍ରୀ ସାନ୍ତ ବାଲିଗୁଡ଼ା ପୂର୍ଵତନ ବିଧାୟକ ଶ୍ରୀ କରେନ୍ଦ୍ର ମାଝୀ କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସାହୁ ଜାଲେ ଶପଟା ଆଶ୍ରମ ସନ୍ତ ଜୀବନ ମୁକ୍ତା ନନ୍ଦ ପୁରୀ ଉପସ୍ଥିତ ରହି ଥିଲେ
ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରୀୟ ମନ୍ତ୍ରୀ l


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ