ରିପୋର୍ଟ :ଫିଲିପ କୁମାର ଡିଗାଲ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତ ଖୋମନକୁଲ ପଞ୍ଚାୟତ ଲାସେରୀ ଗ୍ରାମର ମହିଳା ପୁରୁଷ
ଟାଟା ବିଜୁଳି ବିଭାଗର ବାରମ୍ବାର ଅଘୋଷିତ ବିଜୁଳି କାଟ ଏବଂ ଲୋ- ଭୋଲ୍ଟେଜ ପ୍ରତିବାଦରେ ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ ଆଜି ତା 18/07/2023 ମଙ୍ଗଳବାର ଦିବା 11 ଘଟିକା ସମୟରେ ବାଲିଗୁଡ଼ା ବିଦ୍ୟୁତ କାର୍ଯ୍ୟଳୟ ବାଲିଗୁଡ଼ା ଟାଟା ବିଜୁଳି ବିଭାଗ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପଦର୍ଶନ କରିଛନ୍ତିl
ଉକ୍ତ କାର୍ଯ୍ୟକ୍ରମରେ ଖୋମନଖୋଲ ସରପଞ୍ଚ, ୱାର୍ଡ ମେମ୍ବର SHG ସଭାପତି
ମହିଳା ସଦସ୍ୟ ସମେତ ଅନେକ ମହିଳା ପୁରୁଷ ଉପସ୍ଥିତ ରହି ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟଳୟକୁ ବାଲିଗୁଡ଼ାରେ ବାରମ୍ବାର ବିଦ୍ୟୁତ କାଟିବା ସହିତ ଲୋକ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ଛାତ୍ର ଛାତ୍ରୀ ମାନଙ୍କ ପାଠପଡ଼ି ବାରେ ଭାଧା ସୃଷ୍ଟି ହେଉଛି ଏଣୁ ବିଦ୍ୟୁତ କର୍ମଚାରୀ ମାନଙ୍କୁ ଚେତାବନି ଦେଇଛନ୍ତି ଯେ ଆମ ଲଣ୍ଡାଗାଁ ଖୋମନଖୋଲ ଲୋକ ମାନେ ଉପଯୁକ୍ତ ବିଦ୍ୟୁତ ନପାନ୍ତି ତେବେ ଆଗାମୀ ଦିନରେ ବିଦ୍ୟୁତ କାର୍ଯ୍ୟଳୟ ତାଲା ପକାଇବା ନିମନ୍ତେ ଚେତା ବନି ଦେଇଛନ୍ତି l


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.