ରିପୋର୍ଟ :ପ୍ରଦିପ ସେଠିଆ
ଧର୍ମଗଡ : (ଆମ ଓଡ଼ିଶା ଖବର)ତା.1୧୩/୮ ଶନିବାର ଦିନ ବ୍ରାହ୍ମଣଛେଣ୍ଡିଆ ଗ୍ରାମପଂଚାୟତ ଅନ୍ତର୍ଗତ ଥନଟ ଗ୍ରାମର ଜଡ଼ା ବନ୍ଧ ଅମୃତ ସରୋବର ଠାରେ ଅମୃତ ବାଟିକା କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ ବ୍ୟବସ୍ଥା ଆରମ୍ଭ କରାଗଲା ଉକ୍ତ କାର୍ଯ୍ୟକ୍ରମ ରେ ଧର୍ମଗଡ଼ ପଂଚାୟତ ସମିତି ଅଦ୍ଧକ୍ଷ୍ୟା ଶ୍ରୀମତୀ ବବିତା ପଟ୍ଟଯୋଶୀ, ଧର୍ମଗଡ଼ BDO ଶରତ କୁମାର ସେଠି, ବ୍ରାହ୍ମଣଛେଣ୍ଡିଆ ଗ୍ରା ପ ର ସରପଞ୍ଚ ମନୋଜ କୁମାର ନାଏକ, କାର୍ଯ୍ୟନିର୍ବାହୀ ଅଧିକାରୀ ହୋମରାଜ ନାଏକ, ଯୋଗାଣ ସହାୟକ, ପ୍ରବୀଣ ନାଏକ, ଗ୍ରାମରୋଜଗାର ସେବକ ନିରୋଜରଞ୍ଜନ ମାଝୀ, ସମାଜ ସେବୀ କ୍ଷୀରସିନ୍ଧୁ ନାଏକ ପଂଚାୟତ ର ସମସ୍ତ ୱର୍ଡ଼ ସଭ୍ୟ ସଭ୍ୟା ଏବଂ ମିଶନ ଶକ୍ତି ର ଭଉଣୀ ପୁଷ୍ପା ଧଙ୍ଗ ଡାମାଝୀ, ନୀଳିମା ଦୁର୍ଗା, ମିକି ସେଠି ଗଜଲକ୍ଷ୍ମୀ ଧଙ୍ଗଡାମାଝୀ ତଥା ଗ୍ରାମ ସାଥୀ ଯୋଗ ଦେଇ ଥିଲେ l


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।