ବୌଦ୍ଧ,, ( ଚିତ୍ତରଞ୍ଜନ ସିଂହ )
ମହାନଦୀ ବନ୍ୟ ପ୍ରାଣୀ ବନାଞ୍ଚଳ କୁସଙ୍ଗ ତରଫରୁ ଆଜି ବିଶ୍ୱ ହସ୍ତୀ ଦିବସ ପାଳିତ ରେଞ୍ଜ ଅଫିସ ପରିସରରେ ରେଞ୍ଜ ଅଧିକାରୀ ଲଷ୍ମୀନାରାୟଣ ପଣ୍ଡା ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଦିବସ ଅବସରରେ ମହାନଦୀ ବନ୍ୟ ପ୍ରାଣୀ କୁଶଙ୍ଗ ରେଞ୍ଜ ର ଏଗାର ବିଟ ର ଫରେଷ୍ଟର, ଫରେଷ୍ଟ ଗାର୍ଡ ଙ୍କ ସମେତ ସ୍କ୍ୱାର୍ଡ ଟିମ ଉପସ୍ଥିତ ରହି ହାତୀ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଚାର ଓ ପ୍ରସାର ଦିଗରେ ଶପଥ ପାଠ କରିଥିଲେ! ଅନ୍ୟ ପଟେ ଆଜାଦି କା ଆମ୍ବୁତ ମହୋତ୍ସବ କୁସଙ୍ଗ ରେଞ୍ଜ ଫରେଷ୍ଟର ଙ୍କ ତତ୍ଵାବଧାନରେ ମହାଲିକ ପଡା ପଞ୍ଚାୟତ ପରିସରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଫରେଷ୍ଟର ପ୍ରସ।ନ୍ତ ଗୁରୁ ଙ୍କ ସମେତ ମହାଳିକ ପଡ଼ା ସରପଞ୍ଚ ମାମୁନି ବାଘ,ଓ ରେଞ୍ଜ ସମସ୍ତ କର୍ମଚାରୀ ମିଳିତ ରେ ପଞ୍ଚାୟତ ପରିସରରେ ଶାଗୁଆନ, ଶିଶୁ, ଲିମ୍ବ ଗଛ ଲଗା ଯାଇଥିବା ସୂଚନା ମିଳିଛି!


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।