ରିପୋର୍ଟ -ଇନ୍ଦ୍ର ପାଙ୍ଗି
ବୈପାରୀଗୁଡା (ଆମ ଓଡ଼ିଶା ଖବର )ଜୟପୁର ଭିଜିଲାନ୍ସ ଜାଲରେ ବୋଇପାରିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ଏକ ରିଲାଏନ୍ସ ନାମକ ପ୍ରାଇବେଟ ବସରେ କଟକ ନିଜ ଘର କୁ ଗଲା ବେଳେ ଜୟପୁର ସ୍ତିତ୍ ଟାଙ୍କୁଆ ନିକଟରେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍। ବସ ରେ ପଇସା ଧରି ଯାଉଥିବା ବେଳେ ତାଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ନଗଦ ଜବତ କରିଛି ଜୟପୁର ଭିଜିଲାନ୍ସ। ଏତେ ପଇସା ସେ କୁଆଡେ ନେଉଥିଲେ କାଇଁକି ନେଉଥିଲେ ତାହା ବର୍ତ୍ତମାନ ସନ୍ଧେହ ଘେର ରେ । କେଉଁ ଉଦେଶ୍ୟରେ ନଗଦ ଏତେ ଟଙ୍କା ଧରି କଟକ କାହିଁକି ଯାଉଥିଲା ଏପର୍ଯ୍ୟନ୍ତ କିଛି ଜଣା ପଡ଼ିନାହିଁ!
ସେପଟେ ବୈପାରୀଗୁଡା iicଙ୍କ ଚାମ୍ବରରୁ ୧ଲକ୍ଷ 80ହଜାର ଟଙ୍କା ଜବତ କରାଯାଇଛି ଏବଂ ବୈପାରୀଗୁଡା ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ମିଳିଛି ଏହି ପରି ମୋଟ ୭ଲକ୍ଷ 50ହଜାର ଟଙ୍କା ଜବତ ହୋଇଛି ! ଏତେ ଏତେ ଟଙ୍କା କେମିତ ଆସିଲା ଏନେଇ ବୈପାରୀଗୁଡା ଥାନା ଅଧିକାରୀଙ୍କୁ ପଚରା ଉଚୁରା କରୁଛି ଜୟପୁର ବିଜିଲାନ୍ସ


More Stories
ବ୍ଲକ ସ୍ତରୀୟ ୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ l
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.