ରିପୋର୍ଟ :ଫିଲିପ କୁମାର ଦିଗାଲ
ବାଲିଗୁଡା ରେ ଅନେଷ୍ୱ। ହଷ୍ଟେଲ ପାଇଁ 5T ସଚିବ ଙ୍କୁ ଗୁହାରି ଜଣାଇଲେ 7th କ୍ଲାସ ର ଝିଅ କୁମାରୀ ପ୍ରାଚୀ ,କନ୍ଧମାଳ କୁ ଦୁଇଦିନିଆ ଗ୍ରସ୍ତ ରେ 5T ସଚିବ VK ପାଣ୍ଡିୟାନ ଆସିଥିବା ବେଲେ ବାଲିଗୁଡା ପାଟ୍ଟଖଣ୍ଡା ମନ୍ଦିର ରେ ଏହି ଅଭିଯୋଗ ପତ୍ର କୁ ପ୍ରଦାନ କରିଛନ୍ତି ,5T ସଚିବ ମଧ୍ୟ ଏହି କୁନି ଝିଅର ଅଭିଯୋଗ ପତ୍ର କୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ,କୁନି ଝିଅ ର ଅଭିଯୋଗ ଅନୁସାରେ ,, କୋଟଗଡ,ତୁମୁଡିବନ୍ଧ ଏବଂକ.ନୁଆଗାଁ , ଅଞ୍ଚଳର ରୁ 200 SC/st ଛାତ୍ର ଛାତ୍ରୀ ଏହି ମୁଖ୍ୟମନ୍ତ୍ରୀ ଙ୍କ ଅତି ପ୍ରିୟ ଯୋଜନା ଅନେଷ୍ୱ। ଯୋଜନା ମାଧ୍ୟମରେ ଇଂଲିଶ ମିଡିୟୋମ ରେ ଶିକ୍ଷା ଲାଭ କରୁଛନ୍ତି ଯାହାକି ପାଖାପାଖି ବାଲିଗୁଡା ରୁ 80 କିଲୋମିଟର ଦୁର ଏବଂ କୋଟଗଡ ରୁ 150 କିଲୋମିଟର ଦୁର ଫୁଲବାଣୀ ହଷ୍ଟେଲ ରେ ରହିବା ପାଇଁ ପଡୁଛି ଯେଉଁ ଦ୍ୱାରା ଅଭିଭାବକ ମାନଙ୍କୁ ନାହିଁ ନଥିବା ଅସୁବିଧା ଳ ସମ୍ମୁଖୀନ ହେବାକୁ ପଡୁଛି ତେଣୁ ଅନେଷ୍ୱ। ଛାତ୍ରଛାତ୍ରୀ ଙ୍କୁ ବାଲିଗୁଡା କିମ୍ବା ପାଖରେ ଥିବା ଆଦର୍ଶ ବିଦ୍ୟାଳୟ ରେ ହଷ୍ଟେଲ ଫେସଲିଟ ଦେବାକୁ ଅନୁରୋଧ ରଖିଛନ୍ତି 5 ଟି ସଚିବ ଙ୍କୁ ଅନେଷ୍ୱ। ଯୋଜନା ରେ 7th କ୍ଲାସ ରେ ଅଧ୍ୟୟନ କରୁଥିବା ଛାତ୍ରୀ କୁମାରି ପ୍ରାଚି


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ