ଖୋର୍ଦ୍ଧା ଜିଲ୍ଲା ବଡକୁଳ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଚିଲିକା ପ୍ରେସକ୍ଲବ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ଚିଲିକା ପ୍ରେସକ୍ଲବ ର ସଭାପତି ପ୍ରକାଶ କୁମାର ପ୍ରଧାନ ବୈଠକରେ ସଭାପତିତ୍ୱ କରିଥିଲେ ଏହି ସଭାରେ ଟ୍ରେନ ଦୁର୍ଘଟଣା ରେ ମୃତୁବରଣ କରିଥିବା ଯାତ୍ରୀଙ୍କ ପାଇଁ ଦୁଇ ମିନିଟ ଶୋକସଭା ପାଳନ କରାଯାଇଥିଲା. ଓ ସଙ୍ଘ କୁ ସୁଦୃଢ କରିବା ଦିଗରେ ସଂଘର ସମସ୍ତ ସଭ୍ୟ ସଂକଳ୍ପ ନେଇଥିବା ବେଳେ . ସଂଘର ନୂତନ କର୍ମକର୍ତା ନିର୍ବାଚନ ନିମନ୍ତେ ଆଲୋଚନା କରାଯାଇଥିଲ ଉକ୍ତ ସଭାରେ ଖୋର୍ଦ୍ଧା ଜିଲ୍ଲାପରିଷଧ ଉପାଧ୍ୟାକ୍ଷ ଗୋପୀନାଥ ମହାରଣା ଏଭଂ ଉତ୍କଳ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ନାୟକ ଏଭଂ ବରିଷ୍ଠ ସାମ୍ବାଦିକ ପୁରୁଷତ୍ତମ ମହାପାତ୍ର ଙ୍କୁ ଉପଢ଼ୋକନ ରେ ସନ୍ନମାନିତ କରାଗଲା!!




More Stories
ସିବିଆଇ ପଞ୍ଝାରେ ନିଟ ପ୍ରଶ୍ନପତ୍ର ଲିକ୍ର କିଙ୍ଗପିନ ପ୍ରଫେସର କୁଲକର୍ଣ୍ଣି l
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l